-
Coronakala
₹160.00” କରୋନା କାଳ” ବହିଟି ଡ ସୁମିତ୍ରା ମିଶ୍ରକଂର ପ୍ରଥମ ଏକାଙ୍କିକା ସଂକଳନ ।ଏଥିରେ ସନ୍ନିବେଶିତ ମାତ୍ର ଚାରି ଟି ଏକାଙ୍କିକା।ସବୁଗୁଡିକ କରୋନା ସମୟର ବିଭିନ୍ନ ପରିସ୍ଥିତିର ବାସ୍ତବ ଚିତ୍ର ବହନ କରେ!!
କରୋନା ମହାମାରୀ କାଳରେ ବୟସ, ଜାତି, ଧର୍ମ, ବର୍ଣ୍ଣ ଅବଶେଷ ରେ ସମସ୍ତେ ରୋଗ ଓ ମୃତ୍ୟୁକୁ ବିଭିନ୍ନ ରୂପରେ ସାମ୍ନା କରିଛନ୍ତି। ଏହି ପୀଡ଼ା ଲେଖିକା ବିଭିନ୍ନ ଘଟଣା ଓ ଚରିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି ଏହି ନାଟକଗୁଡ଼ିକ ରେ!
କରୋନା ଉପରେ ଲେଖିକାଙ୍କ ର ଦୁଇଟି ଗଳ୍ପ “ କରୋନା କବଳେ” ଓ ” କରୋନା କାଳୀକା“, ଗୋଟିଏ କବିତା ବହି ” କରୋନା କଷଣ” ପ୍ରକାଶିତ ହୋଇ ସାରିଛି।
-
Cranosaurus – A Dinosaur Story
₹100.00Ayan is fascinated with dinosaurs. His uncle tells him this story about Krishna and his friend’s adventure with Cranosaurus. Cronosaurus does not belong to the real Dinosaur family as discovered by the Paleontologist and Scientific community.
-
Cranosaurus – Eka Dinosaurara Kahani
₹100.00Ayan is fascinated with dinosaurs. His uncle tells him this story about Krishna and his friend’s adventure with Cranosaurus. Cronosaurus does not belong to the real Dinosaur family as discovered by the Paleontologist and Scientific community.
-
CRM Concepts and Practices in Hotel Management
₹300.00The hospitality and tourism industries have witnessed unprecedented growth and competition in recent years as customers become increasingly discerning and tech-savvy, hotels, travel companies and tourism boards must adapt to meet their evolving needs and expectations. Customer Relationship Management (CRM) has emerged as a critical strategy for hospitality and tourism businesses to build loyalty, drive revenue, and gain a competitive edge.
This book aims to provide a comprehensive understanding of CRM principles and their application in the hospitality and tourism industries. Written for students, practitioners, and managers, this book explores the latest CRM concepts, technologies, and best practices, with a focus on hotel and tourism operations.
Through a combination of theoretical foundations, real-world industry examples, this book will equip readers with the knowledge and skills necessary to design, implement, and evaluate effective CRM strategies in hospitality and tourism settings. Whether you are a hospitality or tourism professional, educator, or student, this book will serve as a valuable resource for understanding the role of CRM in driving business success in these dynamic industries.
-
Curses and Boons in Indian Mythology
₹300.00The mythological heritage of India, preserved across millennia in its sacred texts and oral traditions, is a magnificent monumental artifact with intricate motifs of divinity, destiny, and human aspiration. In this vast canvas of myth, where gods and mortals weave their destinies amidst cosmic cycles, the twin forces of śāpa (curse) and vara (boon) stand as luminous threads, binding the ephemeral to the eternal. These potent acts of divine or human will ripple through the narratives of ancient texts, shaping the fates of heroes, sages, kings, and demons alike.This book, “Curses and Boons in Indian Mythology“, emerges from a keen scholarly desire to unravel the profound significance of these narrative devices and explore their roles as instruments of justice, transformation, and cosmic balance. Far from being mere supernatural pronouncements or miraculous endowments, śāpa and vara serve as critical catalysts within the mythic framework shaping destinies, altering cosmic order, and revealing the complex moral fabric of Indian philosophy. They reflect the eternal interplay of dharma (righteousness) and adharma (unrighteousness), embodying metaphysical principles of karma, ṛta (cosmic order), and divine will.The purpose of this work is threefold: first, to document and analyze significant episodes of curses and boons from the primary mythic sources of India; second, to discern their symbolic and didactic functions within these narratives; and third, to contextualize these concepts within the broader canvas of Indian religious thought, emphasizing their enduring relevance in the contemporary cultural imagination. Through meticulous analysis and evocative storytelling, this book aims to guide readers into the heart of these narratives, offering insights into their spiritual, moral, and philosophical dimensions.
-
Cuttack High Court Chhakaru Helsinki
₹150.00ପଥ ଅତିକ୍ରମୁଥିବା ପାନ୍ଥ କେବେ କ’ଣ ପାନ୍ଥଶାଳାକୁ ନିଜ ଆବାସସ୍ଥଳୀ ମନେକରି ପାରେ? ବୋଧହୁଏ ନା! ଜୀବନ ଯାହା ପାଇଁ ଅସରନ୍ତି ଯାତ୍ରା ଆଉ ଅତିକ୍ରମଣ ତା’ ପାଇଁ ସାମାନ୍ୟ ବିଶ୍ରାମ କ୍ଳାନ୍ତିକର ନିଶ୍ଚୟ । ମୁଁ ସେହି ସକ୍ରିୟ କର୍ମ-ଚଞ୍ଚଳ ବ୍ୟକ୍ତିତ୍ୱଟିର ରକ୍ତସହ ପରିଚିତି ରଖୁଥିବା ସାଧାରଣ ‘ମୁଁ’ । ହୃଦୟର ପ୍ରାଣତନ୍ତ୍ରୀରେ ଜ୍ଞାନର ଦୀପାଳୀ ଜାଳି ମୋ ଜୀବନର ସର୍ବାଂଶକୁ ଯେ ସ୍ୱତନ୍ତ୍ର ଔଜ୍ଜ୍ୱଲ୍ୟରେ ପରିପୂର୍ଣ୍ଣ କରିଛନ୍ତି, ସେହି ମୋ ବାପା ସ୍ୱର୍ଗତ ଲକ୍ଷ୍ମୀନାରାୟଣ ଚୌଧୁରୀ । ତାଙ୍କର ଦ୍ୱିତୀୟ କନ୍ୟା ଭାବରେ ମୋ ଅନ୍ତରାତ୍ମା ପୂରିଉଠେ । ଭିତରେ ଭିତରେ ଅଭିମାନ କରିବସେ ଆଭିଜାତ୍ୟସଂପନ୍ନ ଚୌଧୁରୀ ବଂଶଜ ହୋଇଥିବାରୁ ଏକ ପ୍ରକାର ଆତ୍ମସନ୍ତୋଷ ଲାଭ କରେ ମୁଁ । ଦିବଙ୍ଗତ ଲକ୍ଷ୍ମୀନାରାୟଣ ଚୌଧୁରୀଙ୍କ ଅଭିଭାବକତ୍ୱରେ ଜୀବନର ଏକ ସ୍ୱତନ୍ତ୍ର ପରିଚୟ ଖୋଜି ପାଇଥିବାରୁ । ଫୁଲ ଓ ଫଳର ମାଧୁର୍ଯ୍ୟ ଓ ସୌନ୍ଦର୍ଯ୍ୟର ସମସ୍ତ ମହାନ୍]ପଣ ‘ବୃକ୍ଷ’ ସହିତ ସନ୍ନିହିତ ଥାଏ । ଅନୁରୂପ ଭାବରେ ମୋ ଜୀବନ- ଆତ୍ମପ୍ରତିଷ୍ଠା- ପରିଚୟର ପ୍ରକୃତ ଶ୍ରେୟ ତାଙ୍କୁ ଯିବା ଉଚିତ ।
ପ୍ରତ୍ୟେକ ମଣିଷର କର୍ମ ହିଁ ତା’ ଭାଗ୍ୟ ନିର୍ଦ୍ଧାରଣ କରେ ବୋଲି ସେ ସର୍ବଦା କହୁଥିଲେ । ଭାଗ୍ୟ କିମ୍ବା ଅନ୍ଧ-ସୁଯୋଗର ବାହାନାରେ ବଞ୍ଚୁଥିବା ମଣିଷମାନଙ୍କୁ ସେ ସତର୍କ କରିଦେଉଥିଲେ । ନିୟମିତ କର୍ମ ଆଚରଣରେ ବିଶ୍ୱାସୀ ମୋ ବାପାଙ୍କୁ କେବଳ ଶୋଇବା ସମୟର ଚାରି ପାଞ୍ଚ ଘଣ୍ଟା ଛାଡ଼ିଦେଲେ, ଆଉ ସବୁବେଳେ କର୍ମଚଞ୍ଚଳ ଥିବା ଆମେ ଲକ୍ଷ୍ୟ କରିଛୁ । ମୁଁ ସାହିତ୍ୟର ଛାତ୍ରୀ ନହୋଇ ଥାଇପାରେ; କିନ୍ତୁ ମୋ ଭିତରେ ସାହିତ୍ୟ ରୁଚି ଅଛି । ମୋ ପାଇଁ ମୋ ପିତାଙ୍କ ‘ଆତ୍ମଜୀବନୀ’ ଏକ ପୈତୃକ ସଂପତ୍ତି ନିଶ୍ଚୟ । କିନ୍ତୁ ସମଗ୍ର ଓଡ଼ିଆ ଜାତି ପାଇଁ ତାହା ଜାତୀୟ ସଂପତ୍ତିରୁ କିଛି କମ୍ ନୁହେଁ ମଧ୍ୟ । ତତ୍କାଳୀନ ସମୟକୁ ଜୀବନ୍ତ ଭାବରେ ଦୃଶ୍ୟାୟିତ କରୁଥିବା ମୋ ପିତାଙ୍କର ଆତ୍ମଜୀବନୀଟି ଭବିଷ୍ୟତର ଓଡ଼ିଆ ସମାଜ ପାଇଁ ଏକ ବହୁ ଉପାଦେୟ ଦଲିଲ୍ ରୂପେ ସ୍ୱୀକୃତ ହେବ ବୋଲି ମୁଁ ଆଶା କରୁଛି ।
ଅପରାଜିତା ଚୌଧୁରୀ
-
Darling
₹250.00“DARLING” is the English translation of eminent Odia poet Phani Mohanty’s much acclaimed long poem “Priyatama”. It’s translator K.K. Mohanty says, “While translating Priyatama I fell in love with an imaginary woman. It is a strange experience. Love has been defined by many romantic souls but the one definition I rejoice is from Shakespeare. ”Love is merely a madness and…deserves as well a dark house and a whip as madmen do.” I am sure the poet has been inflicted by liberal doses of madness and his mention of dark house may suggest that he did suffer for his poetic pursuit. I did plunge in a splendid isolation even while enjoying every word he wrote about his Priyatama.”
-
Dasa Sikh Guru: Jibanee O Darshana
₹250.00ସବୁ ସମୟରେ ସବୁଯୁଗରେ ବିଶ୍ୱଗୁରୁମାନଙ୍କର ମହାବାକ୍ୟର ସ୍ୱତଃସ୍ଫୁର୍ତ୍ତ ପ୍ରବାଦ ଜନଜୀବନକୁ ସ୍ପର୍ଶ କରିଛି । ଏହି ସ୍ପର୍ଶରେ ବ୍ୟକ୍ତିଗତ ଜୀବନରେ ରୂପାନ୍ତରଣ ଆସିଛି, ସାମାଜିକ-ସାଂସ୍କୃତିକ ଜୀବନ ବିବର୍ତ୍ତିତ ହୋଇଛି ଏବଂ ବିଶ୍ୱଚେତନା ସଂପ୍ରସାରିତ ହୋଇଛି । ଐଶ୍ୱରୀୟ ସଂକଳ୍ପ ଫଳରେ ଏସବୁ ସମ୍ଭବ ହେଉଥିଲେ ମଧ୍ୟ ଅଳ୍ପ କେତେକ ଦିବ୍ୟପୁରୁଷଙ୍କ ସାରସ୍ୱତ ଯୋଜନା ଏ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଗୁରୁଦେବ ବାସ୍]ୱାନୀ ସେହିପରି ଜଣେ ବିଶ୍ୱବିଶ୍ରୁତ ଆଧ୍ୟାତ୍ମିକ ଅଗ୍ରଦୂତ । ସବୁପ୍ରକାର ଧାର୍ମିକ ଚେତନା ମଧ୍ୟରେ ରହିଥିବା ଐକ୍ୟ ଏବଂ ବିଶ୍ୱର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଂପ୍ରୀତିର ଯେଉଁ ଅନ୍ତଃସଲୀଳ ପ୍ରବାହମାନ, ସେ ଦିଗରେ ଆମର ମାନସିକତାକୁ ଗତିଶୀଳ କରିଛନ୍ତି ସାଧୁ ବାସୱାନୀ । ପୁଣି ଏହି ଦିବ୍ୟ ପ୍ରୟାସ ପ୍ରସାରିତ ରୂପ ନେଇଛି ଦାଦା ଜେ.ପି. ବାସୱାନୀଙ୍କ ରଚନା ଓ ସମ୍ଭାଷଣ ମାଧ୍ୟମରେ ।
ଦାଦା ଜେ.ପି. ବାସୱାନୀଙ୍କ ରଚନାର ପରିସର କେବଳ ପରିବ୍ୟାପ୍ତ ନୁହେଁ, ଏହା ଏପରି ଏକ ଜୀବନିକାରେ ପରିପୂର୍ଣ୍ଣ ଯେ ଏଥିରେ ଅବସାଦକର ସବୁପ୍ରକାର ଜଡ଼ତା ନିଃଶେଷ ହୋଇଥାଏ । ଏହା କେବଳ ଉଚ୍ଚତର ଦର୍ଶନର କଥା ନୁହେଁ, ଏଥିରେ ଦୈନନ୍ଦିନ ଜୀବନର କମନୀୟ ମାର୍ଗଦର୍ଶନ ପ୍ରତିବିମ୍ବିତ । ଏହି ଅମୂଲ୍ୟ ରଚନା ମଧ୍ୟରୁ ବେଶ୍] କେତୋଟି ଓଡ଼ିଆ ଭାଷାରେ ଅନୂଦିତ ହୋଇଛି । ବର୍ତ୍ତମାନ ବାସୱାନୀଙ୍କ ସମସ୍ତ ରତ୍ନଗର୍ଭା ରଚନା ମଧ୍ୟରୁ ଏକ ଅନବଦ୍ୟ ସମ୍ଭାର “ଦଶ ଶିଖ୍] ଗୁରୁ ଜୀବନୀ ଓ ଦର୍ଶନ” ଆମର ପଠନ-ବଳୟରେ ଉପଲବ୍]ଧ ହେବାର ସୁଯୋଗ ଆସିଛି । ସମ୍ଭବତଃ ଏହା ଆକସ୍ମିକ ସଂଯୋଗ ନୁହେଁ । ସମଗ୍ର ବିଶ୍ୱରେ ଗୁରୁ ନାନକ ଯେଉଁ ମାନବପ୍ରୀତିର ଅମର ବାଣୀ ଶୁଣାଇଛନ୍ତି ଏବଂ ସେହି ସମ୍ମିଳିତ ସ୍ୱରରେ ଯେଉଁ ଦଶ ଜଣ ଗୁରୁଙ୍କର ସମ୍ପୃକ୍ତି ରହିଛି, ତାହାର ଏକ ସାରସ୍ୱତ ଚିତ୍ର ପ୍ରଦାନ କରିଛନ୍ତି ଦାଦା ଜେ.ପି. ବାସୱାନୀ । ସେହି ଗୁରୁମାନଙ୍କ ଜୀବନର ଦୀପ୍ତିମନ୍ତ ଝଲକ ଓ ବାର୍ତ୍ତା ଓଡ଼ିଆ ଅନୁବାଦରେ ସ୍ଥାନ ପାଇଛି ।
-
Dawn after the Long Night
₹250.00Translated by Dr. Tapan K. Panda, “Dawn after the Long Night” is English translation of eminent Odia novelist Dr. Gourahari Das’s powerful and popular novel “Eithu Arambha”. The novel portrays the struggle of a woman who didn’t give up despite all the difficulties in life. Urbashi, the protagonist of the story, is a bold character and sets an example for the other women in society to fight back despite all odds. The novel depicts the pain, suffering, and agony that a woman goes through when rejected by her near and dear ones. This is where we learn a lesson. Pain is to be expected, courage to be welcomed, and no choice but to endure. There is no other way than to renounce self-doubt. In this male-dominated society, fighting back and surviving is an arduous task, but nothing is impossible when you get the support of a companion like Pulak. You will never feel alone when you run down the stairs of loneliness and have a faithful companion.
-
Dawn of Reality: Unfolding Life’s Hidden Treasures
₹300.00Step into a world of self-discovery and transformation with ‘Dawn of Realty.’ Embark on a mesmerising 3000+ kilometer spiritual odyssey on foot, tracing the sacred Narmada River’s path through India.Through the challenges of life’s journey, this profound narrative delves into the erosion of genius, health, faith, and purpose. Drawing on the timeless wisdom of ancient Indian spirituality, it offers a structured pathway to revitalise the self and foster holistic growth, guiding readers towards happiness, longevity, prosperity, creativity, spirituality, and the profound realisation of self.
Dawn of Reality is a captivating exploration of Abhaynath’s transformative NARMADA YATRA, offering a lucid and engaging account of his spirtual journey, encounters with enlightened sages, and profound insights, making it a must-read for seekers of inner wisdom… Justice H C Mishra
-
Debajana
₹350.00କଥା ପ୍ରସଙ୍ଗରେ ଏକଦା ମୁଁ ବାପାଙ୍କୁ ବିନମ୍ର ଅନୁରୋଧ କରିଥିଲି ବିଭୂତି ଭୂଷଣଙ୍କ ‘ଦେବଯାନ’ ନାମକ ଉପନ୍ୟାସଟିକୁ ଅନୁବାଦ କରିବା ନିମିତ୍ତ । ସେ ତାଙ୍କର ଏହି ଗେହ୍ଲା ପୁତ୍ରଟିର କଥା ରକ୍ଷାକରି ଗ୍ରୀଷ୍ମକାଳର ଦ୍ୱିପ୍ରହର ବେଳରେ ଧ୍ୟାନସ୍ଥ ହୋଇ ଅନୁବାଦ କରୁଥିଲେ ‘ଦେବଯାନ’ ଉପନ୍ୟାସଟିକୁ ।
ଅନୁବାଦ ଅଳ୍ପଦିନ ମଧ୍ୟରେ ଶେଷ ହୋଇଯାଇଥିଲା । କିନ୍ତୁ ବାପାଙ୍କ ଆୟୁଷ ନଥିଲା ସୁଦୀର୍ଘକାଳ । ମୁଁ ଆନ୍ତରିକ ଭାବରେ ଚାହୁଁଥିଲି ଯେ ବାପାଙ୍କ ଜୀବିତାବସ୍ଥାରେ ଏହା ପ୍ରକାଶିତ ହେଉ । ମାତ୍ର ମୋ ଇଚ୍ଛା ଇଚ୍ଛାମୟଙ୍କ ଦ୍ୱାରା ଗୃହୀତ ହୋଇନଥିଲା । ଉପନ୍ୟାସଟିକୁ ପାଠକରିବା ପାଇଁ ବାପା ମୋତେ ବାରମ୍ବାର ମନେ ପକାଇଦିଅନ୍ତି । ଉପନ୍ୟାସଟିକୁ ଯେତେବେେଳେ ପାଠକଲି ସ୍ତମ୍ଭୀଭୂତ ହୋଇ ରହିଯାଇଥିଲି ମୁଁ । ଏହାର ବିଷୟବସ୍ତୁ ହେଉଛି ମୃତ୍ୟୁ ପରବର୍ତ୍ତୀ ଜୀବନର ବିଭିନ୍ନ ସ୍ତରର ବୈଚିତ୍ର]୍ୟପୂର୍ଣ୍ଣ ଅନୁଭୂତି । ବିଭୂତି ଭୂଷଣ ବନ୍ଦୋପଧ୍ୟାୟ ଏହି ଦୃଶ୍ୟମାନ ଜଗତର ଅନ୍ତରାଳରେ ରହିଥିବା ଅଦୃଶ୍ୟ ଜଗତ ଉପରେ ଆସ୍ଥାଶୀଳ ନଥିଲେ, ଏପରି ନୂତନ କଳ୍ପନାର ଡେଣା ତାଙ୍କ ସ୍ରଷ୍ଟାମାନସରେ ମେଲିଯାଇନଥା’ନ୍ତା । ତେବେ ସେ ଯାହା ହେଉନା କାହିଁକି ବିଭୂତି ଭୂଷଣଙ୍କ ‘ଦେବଯାନ’ ଏ କ୍ଷେତ୍ରରେ ପ୍ରତ୍ୟେକଟି ପାଠକଙ୍କ ନିମିତ୍ତ ଯେ ନେଇଆସିବ ଏକ ନୂତନ ଆହ୍ୱାନ ଓ ଆକର୍ଷଣ ଏଥିରେ ଦ୍ୱିମତ ନାହିଁ । ସାହିତ୍ୟିକ, ମନସ୍ତାତ୍ତ୍ୱିକ, ବୈଜ୍ଞାନିକ, ପାରଲୌକିକ ଏ ସବୁ ଦୃଷ୍ଟିରୁ ଉପନ୍ୟାସଟିର କଳାତ୍ମକ ସାଫଲ୍ୟ ଯେ ଅସାମାନ୍ୟ ଏହା ଯେକୌଣସି ଅନ୍ତର୍ଦୃଷ୍ଟି ସମ୍ପନ୍ନ ପାଠକ ଅନୁଭବ କରିପାରିବେ ନିଶ୍ଚୟ ।
—ମଣୀନ୍ଦ୍ର କୁମାର ମେହେର
-
Defy Definitions
₹450.00This book is a celebration of voices from the margins. It brings together 32 captivating personal essays from across the globe, celebrating the spirit of living, and exploring individual quest for identity and existence.
The narratives in this collection transcends geographical boundaries, and reminds us how several factors, such as social environment, history, culture, and gender plays a significant role in shaping and defining an individual’s preference for adopting an alternative life choice.
Defy Definitions chronicles the personal battles conquered and offers a nuanced examination of triumphs and tribulations that embodies courage, resilience, and the need to remain ever faithful to one’s own true self. As the 32 voices intertwine in this bookthe collective narrative emerges as a powerful force challenging the very foundations of conventions and norms.
Given the interdisciplinary nature of the anthology, the book will appeal to a wider readership especially those interested in gender studies, cultural studies, sociology, human rights studies, and literature.