• Prayogika Uttara Samrachanabada banam Odia Sahitya

    Prayogika Uttara Samrachanabada banam Odia Sahitya

    ଆମ ସର୍ଜନଶୀଳ ଲେଖକମାନେ କାଳେ କାଳେ ବହୁମୁଖୀ । ସେ ସାରଳା ଦାସ ହୁଅନ୍ତୁ ବା ଫକୀରମୋହନ ବା ଗୋପିନାଥ ବା ମନୋଜ ବା ୧୯୬୦ ପରବର୍ତ୍ତୀ ଯେ କେହି ବି । ଏମାନେ ନିଜ ନିଜ ସମକାଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାହିତ୍ୟ ରଚିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପରୀକ୍ଷଣପ୍ରବଣ । ତେବେ ୧୯୬୦ ପରବର୍ତ୍ତୀ ସାହିତ୍ୟସର୍ଜନାସମୂହର ଆକଳନ ବିଶ୍ୱସାହିତ୍ୟ ତଥା ବିଶ୍ୱସାହିତ୍ୟ ସମାଲୋଚନା ସହିତ ସମତାଳିତ କରାଇ ବୋଧହୁଏ ଠିକ୍ ଭାବରେ ଏଯାବତ୍ ପରିବେଷଣ କରାଯାଇ ନାହିଁ । କେବଳ ୧୯୬୦ ରୁ ୧୯୭୦ ମଧ୍ୟରେ ଓଡ଼ିଆ ସାହିତ୍ୟରେ କୁମାର, କୃଷ୍ଣଚରଣ, ସୁରେନ୍ଦ୍ର, ମନୋରଞ୍ଜନ, ଗୋବିନ୍ଦ, ରମେଶ, ଗୋପିନାଥ, ବିଜୟ, ସଚ୍ଚିଦାନନ୍ଦ, ବିନୋଦଚନ୍ଦ୍ର, ଅନନ୍ତ, ରମାକାନ୍ତ, ସୀତାକାନ୍ତ, ଚନ୍ଦ୍ରଶେଖର, ଶାନ୍ତନୁମାନେ ଯେଭଳି ପରୀକ୍ଷାମଗ୍ନ ଏବଂ ପ୍ରୟୋଗମଗ୍ନ ହେଇ ସାଧନାମଗ୍ନ ହେଇଛନ୍ତି, ସେତିକିରେ ଆମେ ଉତ୍ତର-ସଂରଚନାବାଦୀ ବା ଉତ୍ତର- ଆଧୁନିକତାବାଦୀ ବିଶ୍ୱ ସାହିତ୍ୟ ଧାରା ସହିତ ସମତାଳ ଏବଂ ସମକାଳ ହୋଇ ସ୍ୱକୀୟ ସ୍ୱାତନ୍ତ୍ର]୍ୟ ଲଭିଛୁ କହିଲେ ଅତିକଥନ ହେବ ନାହିଁ । ସେଥିପାଇଁ ଗବେଷଣା ବହୁ ପରିତଳୀୟତା ଅର୍ଜନ କରୁ । ତହିଁରେ ଆମ ସେନ୍ସ ଅଫ୍ ସେଲ୍ଫ୍ ଏବଂ ଆଇଡେଣ୍ଟିଟିକୁ ବି ଚିହ୍ନଟ କରାଯାଉ । ଗବେଷଣା କ୍ଷେତ୍ରରେ ଏକପାଖିଆ କିମ୍ବା ଏକଦେଶଦର୍ଶିଆ ମାନସିକତାକୁ ପରିହାର କରାଯାଉ । ଫଳରେ ଆମ ଭାଷା ସାହିତ୍ୟର ଲେଖକଲେଖିକାମାନଙ୍କ ଅନାବିଷ୍କୃତ ତାକତ୍ ସମୂହ ସମ୍ମୁଖୀକୃତ ହେଇପାରିବ । ଆମ ଭାଷାସାହିତ୍ୟର ଲେଖକଲେଖିକାମାନଙ୍କ ଅନାବିଷ୍କୃତ ତାକତ୍]କୁ ନବୀନ ଗବେଷକଗବେଷିକାମାନଙ୍କ ନିକଟରେ ପରିବେଷଣ କରିବା ପାଇଁ ଏ ସମାଲୋଚନା ଗ୍ରନ୍ଥଟି ରଚିତ ।

    250.00
    Add to cart
  • Punarmulyayana Pariprekshire Odia Sahitya

    Punarmulyayana Pariprekshire Odia Sahitya

    ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଡକ୍ଟର ସ୍ୱପ୍ନାରାଣୀ ସିଂ (୧୯୯୦)ଙ୍କ ବିଶେଷ ପରିଚୟ ଓ ପ୍ରତିଷ୍ଠା ରହିଛି। ଅଧ୍ୟୟନ, ଅଧ୍ୟାପନା ସହିତ ଉଚ୍ଚକୋଟୀର ଗବେଷଣା ହେଉଛି ତାଙ୍କର ସ୍ୱାତନ୍ତ୍ର]୍ୟ। ପିଏଚ୍].ଡି. ମହାନିବନ୍ଧ ‘୧୯୮୦ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସରେ ନକ୍ସଲ ଚେତନା ଏକ ତୁଳନାତ୍ମକ ଅଧ୍ୟୟନ’ ଡକ୍ଟର ସିଂଙ୍କ ବିଶାଳ ଭାବବଳୟର ପରିଚାୟକ। ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା- ‘ଦିଗ ଓ ଦିଗ୍]ବଳୟ’ (୨୦୧୮), ‘ପଞ୍ଚତନ୍ତ୍ରର ଓଡ଼ିଆ ଅନୁବାଦ’ (୨୦୧୯), ‘ଓଡ଼ିଆ ସାହିତ୍ୟରେ ଜନଜାତି ପ୍ରସଙ୍ଗ’ (୨୦୧୯), ‘ପାଶ୍ଚାତ୍ୟ ସାହିତ୍ୟିକ ଆନ୍ଦୋଳନ ଓ ତତ୍ତ୍ୱ ସଂକ୍ଷିପ୍ତ ଆକଳନ’ (୨୦୨୧) ତାଙ୍କ ସାଧନା ଓ ସିଦ୍ଧିର ଫଳଶ୍ରୁତି ଯାହା ବିପୁଳ ପାଠକୀୟତା ଅର୍ଜନ କରିଛି। ସଂପ୍ରତି ସେ ବିଶ୍ୱଭାରତୀ, ଶାନ୍ତିନିକେତନରେ ଓଡ଼ିଆ ଭାଷା ଓ ସାହିତ୍ୟର ସହକାରୀ ପ୍ରଫେସର ଭାବରେ କାର୍ଯ୍ୟରତ।

    225.00
    Add to cart
  • Purna Ekatara Yoga

    Purna Ekatara Yoga

    Chittaranjan Das is perhaps the most prolific writer of Odia non-fiction, with numerous diaries, essays, reviews, autobiographies, memoirs, columns, textbooks, and monographs. This Odia essay collection has five chapters – Tapasya Gotie, Purna Ekatara Yoga, Eka Purnanga Tapascharanara Awahana, Samipyaru Satatwa, Ebam Satirthya.

    330.00
    Add to cart
  • Rabindranath and Gangadhar

    Rabindranath and Gangadhar

    This book is a comparative study between two great poets of the adjacent states. While studying and analyzing their works both in Bengali and Odia, the author never felt who is superior or inferior of the two, but how equally inspiring both the poets are by delving deep into their souls.

    This book would be a great read for the common readers and great source of knowledge for the students who study or research in comparative literature.

    250.00
    Add to cart
  • Rabindranath O Gangadhara

    Rabindranath O Gangadhara

    This is a collection of seventeen literary essays comparing Gurudev Rabindranath Tagore and Swabhabakabi Gangadhara Meher. Author is the great grandson of Gangadhara Meher. Book is useful for common readers as well as literature students and researchers.

    200.00
    Add to cart
  • Rajanikanta Galpamanasa: Bikshya O Bimarsha

    Rajanikanta Galpamanasa: Bikshya O Bimarsha

    ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କ ଗଳ୍ପ ଜଗତକୁ ନେଇ ଏହି “ରଜନୀକାନ୍ତ ଗଳ୍ପମାନସ ବୀକ୍ଷା ଓ ବିମର୍ଶ” ସମୀକ୍ଷା ଗ୍ରନ୍ଥରେ ଶାନ୍ତନୁଙ୍କ ଗବେଷଣାତ୍ମକ ଅନ୍ତର୍ଦୃଷ୍ଟି ପ୍ରକାଶିତ । ଭାବବସ୍ତୁଭିତ୍ତିକ ଓ ଶୈଳୀତାତ୍ତ୍ୱିକ ଦୃଷ୍ଟିରୁ ପର୍ଯ୍ୟାଲୋଚିତ ଏହି ଗବେଷଣାତ୍ମକ ପୁସ୍ତକ ପାଠକ ତଥା ଗବେଷକମାନଙ୍କ ପ୍ରିୟଭାଜନ ହୋଇପାରିବ ନିଶ୍ଚୟ ।

    410.00
    Add to cart
  • Ramesh Panigrahi: Eka Akalana

    Ramesh Panigrahi: Eka Akalana

    ନାଟ୍ୟକାର ପାଣିଗ୍ରାହୀଙ୍କର ନାଟ୍ୟରୀତିକୁ ସାମଗ୍ରିକ ଭାବରେ ଅନୁସରଣ କରି ତାଙ୍କ ନାଟ୍ୟ କଳାର ମହତ୍ତ୍ୱ ପ୍ରତିପାଦନ କରିବା ହେଉଛି ଗବେଷଣାର ଉଦ୍ଦେଶ୍ୟ । ଆଲୋଚନାର ସୁବିଧା ଅନୁଯାୟୀ ନିବନ୍ଧଟିକୁ ୫ଟି ପରିଚ୍ଛେଦର ବିଭକ୍ତ କରାଯାଇଛି । – ପ୍ରଥମ ଅଧ୍ୟାୟରେ ସ୍ୱାଧୀନତା ପରବର୍ତ୍ତୀ ନୂତନ ନାଟଧାରା ସମ୍ପର୍କରେ ଆଲୋଚନା କରାଯାଇଛି । ସ୍ୱାଧୀନତା ପରବର୍ତ୍ତୀ ସମୟର ନାଟକରେ କେବଳ ମଞ୍ଚସଜ୍ଜାରେ ପରିବର୍ତ୍ତନ ଆସିନାହିଁ ନାଟକର ଭାବକଳ୍ପ ଓ ଆଙ୍ଗିକର ମଧ୍ୟ ବହୁ ପରିବର୍ତ୍ତନ ଆସିଛି । ସେହି ପରିବର୍ତ୍ତନର ସୂଚନା ଏହା ମାଧ୍ୟମରେ ଦିଆଯାଇଛି ।

    -ଦ୍ୱିତୀୟ ଅଧ୍ୟାୟରେ ରମେଶ ପାଣିଗ୍ରାହୀଙ୍କର ଜୀବନୀ ଓ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସମୟରେ ପାଣିଗ୍ରାହୀଙ୍କ ଜୀବନୀ, ନାଟ୍ୟକାରିତାର ଉନ୍ମେଷ କାଳ ଓ ବୃତ୍ତିଗତ ଜୀବନ ସଂପର୍କରେ ଆଲୋଚନା କରାଯାଇଛି ।

    -ତୃତୀୟ ଅଧ୍ୟାୟରେ ରମେଶ ପାଣିଗ୍ରାହୀଙ୍କ ନାଟକ ସମ୍ଭାରର ସବିଶେଷ ଆଲୋଚନା କରାଯାଇଛି । ଯେପରି ତାଙ୍କ ନାଟକାବଳୀର କାଳାନୁକ୍ରମିକ ଆଲୋଚନା, ନାଟ୍ୟ ବକ୍ତବ୍ୟରେ ନୂତନତାର ସଞ୍ଚାର, ପ୍ରୟୋଗ ଓ ପରୀକ୍ଷାଧର୍ମୀ ଦୃଷ୍ଟିକୋଣ, ଅଙ୍ଗୀକାରବଦ୍ଧତା, ବିଦ୍ରୋହ ଓ ପ୍ରତିବାଦର ସ୍ୱର ପ୍ରଭୃତିକୁ ବିଶ୍ଳେଷଣର ଅନ୍ତର୍ଭୁକ୍ତ କରାଯାଇଛି ।

    – ଚତୁର୍ଥ ଅଧ୍ୟାୟରେ ଯାତ୍ରା ସାହିତ୍ୟରେ ରମେଶ ପାଣିଗ୍ରାହୀ କିପରି ସଫଳ ଯାତ୍ରାକାର ତାହା ପ୍ରତିପାଦନ କରାଯାଇଛି ।

    – ଏକାଙ୍କିକାର ସ୍ରଷ୍ଟା ଭାବରେ ରମେଶ ପାଣିଗ୍ରାହୀ କିପରି ଏହା ପଞ୍ଚମ ଅଧ୍ୟାୟରେ ବର୍ଣ୍ଣିତ । ଏହି ପର୍ଯ୍ୟାୟରେ ଏକାଙ୍କିକା ସମ୍ଭାରର ଆଲୋଚନା କରିବା ସହିତ ଶୈଳୀ ଓ ବକ୍ତବ୍ୟରେ କିପରି ସେ ପରୀକ୍ଷା ନିରୀକ୍ଷା କରିଛନ୍ତି ସେ ବିଷୟରେ ଆଲୋଚନା କରାଯାଇଛି ।

    -ଶେଷକୁ ଉପସଂହାରରେ ନାଟ୍ୟକାର ପାଣିଗ୍ରାହୀଙ୍କର ନାଟକ ଯାତ୍ରା, ଏକାଙ୍କିକା ସମ୍ପର୍କରେ ଯାହାସବୁ ବିଶଦ ସମୀକ୍ଷା କରାଯାଇଛି ତାହାର ନିର୍ଯ୍ୟାସ ଗୁଡ଼ିକୁ ଉପସ୍ଥାପନ କରି ତାଙ୍କ ନାଟ୍ୟ ବକ୍ତବ୍ୟ ମଧ୍ୟରେ ଅନ୍ତର୍ନିହିତ ଥିବା ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରାଯାଇଛି ।

    360.00
    Add to cart
  • Rati Pahile Sakala

    Rati Pahile Sakala

    ବ୍ୟକ୍ତି ଓ ଘଟଣାର ସମାହାର

    ଏହି ପୁସ୍ତକରେ ସ୍ଥାନିତ ଲେଖାଗୁଡ଼ିକ ବିଭିନ୍ନ ପ୍ରକାରର ଓ ବିଭିନ୍ନ ପ୍ରସଙ୍ଗକୁ ନେଇ। ସଙ୍କଳନରେ ସାମ୍ବାଦିକତା ସମ୍ପର୍କିତ ଲେଖା ଅଛି। ସାହିତ୍ୟ ଲେଖା ଅଛି। ଶ୍ରଦ୍ଧାଞ୍ଜଳି ଅଛି। ଶିଳ୍ପ, ବ୍ୟବସାୟ, ବୈଷୟିକ ବିଜ୍ଞାନ, ତାତ୍କାଳିକ ଘଟଣା, ଶିକ୍ଷା,ସ୍ବାସ୍ଥ୍ୟ, ଆନ୍ତର୍ଜାତିକ ସ୍ଥିତି, ରାଜନୀତି, ପ୍ରଶାସନ ଓ ଗଣତନ୍ତ୍ର ଏସବୁ ବିଷୟ ଉପରେ ପ୍ରକାଶିତ ଆଲୋଚନା ମଧ୍ୟ ରହିଛି। ମୁକ୍ତ ଓ ଇଛାଧୀନ ପଠନ ପାଇଁ ବିଷୟ ଗୁଡ଼ିକର ବିଭାଗୀକରଣ କରାଯାଇ ନାହିଁ,ବରଂ ଇତଃସ୍ତତଃ ଭାବରେ ସେଗୁଡିକୁ ସଜ୍ଜିତ କରାଯାଇଛି।

    280.00
    Add to cart
  • RECONCEPTUALISING THE HUMAN: EXPLORING CRITICAL POSTHUMANISM IN SELECT NOVELS OF A. E. VAN VOGT, DON DELILLO AND OLAF STAPLEDON

    RECONCEPTUALISING THE HUMAN: EXPLORING CRITICAL POSTHUMANISM IN SELECT NOVELS OF A. E. VAN VOGT, DON DELILLO AND OLAF STAPLEDON

    In 21st-century fiction, digitalization and globalization shatter the once-united front of Humanism. Haraway’s cyborg resonates across narratives that question human ontology under biopolitics, genetic engineering and machine learning. Here, the line between fact and fiction collapses; the proud pillars of instrumentalism, exceptionalism and exclusivism topple. We see instead a human as a porous, hybrid node-constantly fusing, merging, metamorphosing with nonhuman others: cyborgs, interstellar travelers, superhuman intelligences.

    Critical Posthumanism does not merely dethrone man from his anthropocentric throne; it redefines him. By deconstructing the self and rewriting the definition of ‘human, ‘ it forces us to stare into the abyss of our own becoming-no longer isolated sovereigns, but ever evolving composites of flesh, metal and code, marching toward futures we can scarcely imagine.

    This journey into Critical Posthumanism is not merely an academic pursuit-it is a meditation on the transformation of human existence in an increasingly interconnected, technologically saturated world. By engaging with the thinkers and narratives that shape this discourse, we step into the unknown, where humanity dissolves and reforms in ways we are only beginning to comprehend.

    470.00
    Add to cart
  • REFUGEES - The Time Travellers

    REFUGEES – The Time Travellers

    Refugees – THE TIME TRAVELLERS

    History remembers them as refugees, but their journey reveals something far more profound. When more than a million Sindhis were torn from their homeland Sindh, they carried with them not just memories, but time itself-past, present, and future held together with remarkable determination.

    Refugees – THE TIME TRAVELERS is Susheel Gajwani’s tribute to this extraordinary ability of a displaced people to move through time with grace. Though uprooted, they refused to let time scatter them. Instead, they gathered their past-their culture, language, rituals, humour, enterprise-and carried it forward with care. In the harsh conditions of the Valivade refugee camp in Kolhapur, they learned to shape the present with resilience and discipline, refusing to surrender to despair. And from that fragile present, they dreamed boldly of a future where their identity would not only survive, but shine anew.

    The Sindhis became “Time Travellers” because they lived across time simultaneously:

      • Guardians of the past, preserving heritage against all odds.
      • Builders of the present, turning a refugee camp into a community of aspirations.
      • Architects of the future, ensuring that generations to come would stand on the foundation of their courage.

    This journey-stretching from the heartbreak of exile to the triumph of renaissance-forms the soul of Susheel Gajwani’s narrative. Their story shows that time does not simply happen to us; with resolve, we can shape it. These refugees did not merely endure history-they carried it forward, reimagined it, and transformed it.

    Refugees – THE TIME TRAVELLERS is ultimately a testament to the power of human spirit: how a community, once displaced, travelled through time not as victims of circumstance, but as creators of a new destiny. Their past gave them identity, their present demanded strength, and their future was forged by an unbreakable hope.

    350.00
    Add to cart
  • Returning Home

    Returning Home

    In their movement across time and space, human beings relinquish not simply love of person but also the love of place. In his book, Bijoy Misra has managed to retrace and recall those disconnections and the value systems which led to their genesis. He has described how it is that human beings join and divide, the grounds upon which they merge and separate and how our emotions are both created and diminished by such small irreversible details of the experience. If we are made for the love we are also unmade by its loss or absence, whether such love is spiritual, moral, political, artistic, or simple earthly affection.

    320.00
    Add to cart
  • Role of Competency Mapping in Talent Management

    Role of Competency Mapping in Talent Management

    This Book consists of six chapters:

    Chapter I presents the overview of the study, relevance, objectives and methodology adopted to conduct it.

    Competency mapping can play a significant role in recruiting and retaining people as it gives a more accurate analysis of the job requirements, the candidate’s capability, of the difference between the two, and the development and training needs to bridge the gaps. As far as meeting an individual’s career aspirations are concerned, once the organization gives an employee the perspective of what is required from him to reach a particular position, it drives him to develop the competencies for the same. The author presents the relevance of the study and the research methodology adopted to draw out conclusions on the effective competencies required by professionals for managing Talent in their organization.

    600.00
    Add to cart