Availability: In Stock

United Kingdom ra kabimanankara kabita

325.00

ଇଂରେଜୀ ଭାଷାର ଇତିହାସରେ, ପୁରୁଣା ଇଂରେଜୀ ସାହିତ୍ୟ (ପ୍ରାୟ ୪୫୦-୧୦୬୬), ମଧ୍ୟ ଇଂରେଜୀ ସାହିତ୍ୟ (୧୦୬୬-୧୫୦୦) ଏବଂ ଇଂରେଜୀ ପୁନର୍ଜାଗରଣ (୧୫୦୦-୧୬୬୦) ତାପରେ ରହିଛି ପୁନର୍ସ୍ଥାପନା ଯୁଗ (୧୬୬୦-୧୭୦୦), ଅଷ୍ଟାଦଶ ଶତାବ୍ଦୀ, ସ୍ୱଚ୍ଛଳତାବାଦ (୧୭୯୮-୧୮୩୭), ଭିକ୍ଟୋରିୟାନ ସାହିତ୍ୟ (୧୮୩୭-୧୯୦୧), ବିଂଶ ଶତାବ୍ଦୀ ଏବଂ ଏକବିଂଶ ଶତାବ୍ଦୀ।

ଏଥିରେ ୬୧ଜଣ କବିଙ୍କର ୧୪୬ଟି ଅନୂଦିତ କବିତା ସନ୍ନିବିଷ୍ଟ ହୋଇଛି। ପ୍ରତ୍ୟେକ କବିଙ୍କର ପରିଚିତ କବିତା ସନ୍ନିବିଷ୍ଟ ହୋଇଛି। ପ୍ରତ୍ୟେକ କବିଙ୍କର ପରିଚିତି ମଧ୍ୟ ଦିଆଯାଇଛି।

Categories: ,

Description

About the Author

ମନୋରଂଜନ ପଟ୍ଟନାୟକ ୫୩ ବର୍ଷ ହେଲା ମୁଂବଇରେ ରହୁଛନ୍ତି। ତାଙ୍କର ୧୩ଟି ଅନୂଦିତ କବିତା ପୁସ୍ତକ ପ୍ରକାଶ ପାଇଛି। ସେଗୁଡ଼ିକ ହେଲା – ‘ଓମାର କାବ୍ୟ’, ‘ମେଘଦୂତ’, ‘ଗୀତାଞ୍ଜଳୀ’, (ନୋବେଲ ପୁରସ୍କାର ପ୍ରାପ୍ତ), ‘ମଧୁଶାଳା’, ‘ଋତୁସଂହାର’, ‘ଓମାର ଖୈୟାମ ରୁବାଇୟାତ’, ‘ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ ଓ ୨୦ଟି କବିତା ପ୍ରେମର ଏବଂ ଗୋଟିଏ ଗୀତ ହତାଶାର’, ‘ଶ୍ରୀମଦ୍ ଭଗବଦ୍ ଗୀତା’, ‘ହଂସଦୂତ’, ‘ଦ୍ରଷ୍ଟା’, ‘ମୃତ୍ୟୁବୋଧ ଜୀବନବୋଧ’, ‘ଅକାଳରେ ସାରସ’। ‘ୟୁନାଇଟେଡ୍ କିଂଗଡମ୍]ର କବିମାନଙ୍କ କବିତା’ ‘ପାବ୍ଲୋ ନେରୁଦା-ଅଧିନାୟକଙ୍କ ପଦାବଳୀ ଓ ପ୍ରଶ୍ନପୋଥି’ ଶ୍ରୀ ପଟ୍ଟନାୟଙ୍କର ଚତୁର୍ଦ୍ଦଶ ଅନୂଦିତ ପୁସ୍ତକ। ପାଠକ-ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା। ମୋ-୯୯୮୭୦୨୨୯୩୦

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 24 August 2024
  • Language ‏ : ‎ Oriya
  • Print length ‏ : ‎ 250 pages
  • ISBN-10 ‏ : ‎ 1645605752
  • ISBN-13 ‏ : ‎ 978-1645605751
  • Item Weight ‏ : ‎ 322 g
  • Dimensions ‏ : ‎ 13.97 x 1.45 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

Language

Odia

select-format

Paperback

Translator

Manoranjan Pattanayak