Description
About the Author
ରାଧାମୋହନ ଗଡ଼ନାୟକ (୧୯୧୧-୨୦୦୦) – ସେ ସବୁଜ କବି ଗୋଷ୍ଠୀଙ୍କ ସମକାଳର ଜଣେ ଶ୍ରେଷ୍ଠ କବି । କବିତାର ନୂତନ ଭାବବୈଚିତ୍ୟ, ଛାନ୍ଦିକ କୌଶଳ, ଓ ଶବ୍ଦବସାଣର ଚମତ୍କାରିତା ହେତୁ ସମଗ୍ର ଆଧୁନିକ କବିତାରେ ସେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ତାଙ୍କୁ ‘ଛନ୍ଦ କବି’ କୁହାଯାଏ । ବହୁ ଭାବଦ୍ୟୋତନାରେ ତାଙ୍କ କବିତା ରୂପାୟିତ ଯଥା – ଅତୀତ ପ୍ରୀତି, ପଲ୍ଲୀଚେତନା, ବାସ୍ତବବାଦୀ, ଦୃଷ୍ଟିଭଙ୍ଗୀ, ମାନବବାଦର ବନ୍ଦନା, ପ୍ରଗତିଶୀଳ ଆଭିମୁଖ୍ୟ । କାବ୍ୟନାୟିକା, ଉତ୍କଳିକା, ସ୍ମରଣିକା, କୈଶୋରିକା, ଧୂସର ଭୂମିକା, ଶାମୁକାର ସ୍ୱପ୍ନ, ‘ସୂର୍ଯ୍ୟ ଓ ଅନ୍ଧକାର’ ଆଦି ତାଙ୍କର ଅମରକୃତି । ୧୯୭୫ ରେ ‘ସୂର୍ଯ୍ୟ ଓ ଅନ୍ଧକାର’ କବିତାଗ୍ରନ୍ଥ ପାଇଁ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ । ୧୯୯୦ରେ ଭାରତ ସରକାରଙ୍କଠାରୁ ସେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ
Product details
- Publisher : Black Eagle Books
- Publication date : 25 March 2022
- Language : Oriya
- Print length : 86 pages
- ISBN-10 : 1645602621
- ISBN-13 : 978-1645602620
- Item Weight : 118 g
- Dimensions : 13.97 x 0.53 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





