Availability: In Stock

Sampratika Oda Kshudragalpa

450.00

This collection has 34 short stories by the eminent short story writes of Odisha born between 1927 and 1949. Edited by Dr. Rabindra Kumar Das and Kalabhushan Kamal Lochan Das from Viswabharati, Shantiniketan, this anthology of great short stories would be loved by the global Odia short story lovers. A great collection for literature lovers.

Category:

Description

About the Author

ଅଧ୍ୟାପକ ଡକ୍ଟର ରବୀନ୍ଦ୍ର କୁମାର ଦାସ ଭାଷାବିଜ୍ଞାନ, କୋଷବିଜ୍ଞାନ, ଉତ୍ତର-ସଂରଚନାବାଦୀ ସାହିତ୍ୟ ସମାଲୋଚନା ତଥା ଗଳ୍ପ, କବିତା ରଚନା କ୍ଷେତ୍ରରେ ରୁଚି ରଖନ୍ତି । ‘ଶୈଳୀବିଜ୍ଞାନର ଆଲୋକରେ ଫକୀରମୋହନଙ୍କ ଉପନ୍ୟାସ’, ‘ପ୍ରାୟୋଗିକ ଶୈଳୀବିଜ୍ଞାନ’, ‘ଉତ୍ତର-ଆଧୁନିକ ସମାଲୋଚନାବାଦର କାଠଗଡ଼ାରେ ଓଡ଼ିଆ ସାହିତ୍ୟ’, ‘ପ୍ରାୟୋଗିକ ଉତ୍ତର-ସଂରଚନାବାଦ ବନାମ ଓଡ଼ିଆ ସାହିତ୍ୟ’ ପ୍ରଭୃତି ତାଙ୍କର ପ୍ରକାଶିତ ପ୍ରସିଦ୍ଧ ସମାଲୋଚନା ଗ୍ରନ୍ଥ । ‘ଅଦୃଶ୍ୟା ତମ ପାଇଁ’, ‘ଅଦୃଶ୍ୟାଙ୍କ ଚତୁର୍ଥ ପୃଥିବୀ’ ପ୍ରଭୃତି ତାଙ୍କର ପ୍ରକାଶିତ ଗଳ୍ପ ପୁସ୍ତକ । ବିଶ୍ୱଭାରତୀ ଶାନ୍ତିନିକେତନର ଓଡ଼ିଆ ବିଭାଗରେ ଡ. ଦାସ ସଂପ୍ରତି ଅଧ୍ୟାପନାରତ ।

କଳାଭୂଷଣ କମଳଲୋଚନ ଦାସ ବିଶ୍ୱଭାରତୀ ଶାନ୍ତିନିକେତନର ଓଡ଼ିଆ ବିଭାଗର ଛାତ୍ର । ‘ଓଡ଼ିଆ ସାହିତ୍ୟର ଇତିହାସ’ ଉପରେ ଗବେଷଣା କରି ସେ ଚର୍ଚ୍ଚିତ । ଶିକ୍ଷକ ପ୍ରଶିକ୍ଷଣ ତାଲିମ ପ୍ରାପ୍ତ ଶ୍ରୀ ଦାସ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ଓଡ଼ିଶାରେ ବେଶ୍ ଜଣାଶୁଣା । ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଜଣେ ଉଦୀୟମାନ ଗବେଷକ ଭାବରେ ମଧ୍ୟ ସେ ପରିଚିତି ହାସଲ କରିଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 13 June 2023
  • Language ‏ : ‎ Oriya
  • Print length ‏ : ‎ 384 pages
  • ISBN-10 ‏ : ‎ 1645603865
  • ISBN-13 ‏ : ‎ 978-1645603863
  • Item Weight ‏ : ‎ 485 g
  • Dimensions ‏ : ‎ 13.97 x 2.16 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback