Description
About the Author
ଭାସ୍କର ପରିଚ୍ଛା (୧୯୫୭)ଙ୍କ ଜନ୍ମ ପାରଳାଖେମୁଣ୍ଡିରେ। ଦୀର୍ଘ ଚାଳିଶି ବର୍ଷ ଧରି ସେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ରହି ଆସିଛନ୍ତି। ‘ଧରିତ୍ରୀ’, ‘ଅନୁପମ ଭାରତ’ ଆଦି ଖବରକାଗଜରେ ସେ କାର୍ଯ୍ଯ କରିଛନ୍ତି।୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ସେ ‘ଓଡ଼ିଶା ଭାସ୍କର’ ଦୈନିକ ସମ୍ବାଦପତ୍ରର ସମ୍ପାଦକ ଥିଲେ।ସେ ଉଭୟ ଓଡ଼ିଆ ଓ ଇଂରେଜୀରେ ଲେଖନ୍ତି ଓ ପୁସ୍ତକ ସମୀକ୍ଷାରେ ଅଧିକ ମନୋନିବେଶ କରିଥାନ୍ତି। ଭୁବନେଶ୍ବରର ଐତିହାସିକ ପଟିଆ ଅଞ୍ଚଳରେ ସେ ରହନ୍ତି।
Product details
- Publisher : Black Eagle Books
- Publication date : 7 February 2023
- Language : Oriya
- Print length : 230 pages
- ISBN-10 : 1645603490
- ISBN-13 : 978-1645603498
- Item Weight : 295 g
- Dimensions : 13.97 x 1.32 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Peacock Books, DE-155, TAGORE GARDEN, NEW DELHI, India 110027






