Description
About the Author
ବୀଣାପାଣି ପଣ୍ଡା (୧୯୫୮)ଅନନ୍ୟ ପ୍ରାଣପ୍ରାଚୁର୍ଯ୍ୟ ଓ ନାରୀତ୍ୱର ଗରିମାରେ ସଜ୍ଜିତ କବି ବୀଣାପାଣିଙ୍କ କବିତାଜଗତ । ‘ନିଜ ନିଜ ଆକାଶ, ‘କିଛି ନିରବତା, ‘କାକର ବୁନ୍ଦାରେ ସୂର୍ଯ୍ୟ, ‘ଭୂଲଗ୍ନା, ‘ତନୁତୀର୍ଥ, ‘ଦ୍ୱାପର୍ଣ୍ଣା, ‘ମିତ୍ରାକ୍ଷର’ ଏବଂ ‘ଗୋଧୂଳିଗୀତ’ ଆଦି କବିତା ସଙ୍କଳନରେ ସଙ୍କଳିତ ତାଙ୍କ ଅନାବିଳ ଆତ୍ମୀୟତାର ମଧୁର ଝଙ୍କାର । ‘ଜହ୍ନବଗିଚା ତାଙ୍କର ସନେଟ୍ ସଙ୍କଳନ ।
Product details
- Publisher : Black Eagle Books
- Publication date : 4 August 2021
- Language : Oriya
- Print length : 138 pages
- ISBN-10 : 1645602060
- ISBN-13 : 978-1645602064
- Item Weight : 181 g
- Dimensions : 13.97 x 0.81 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





