Description
About the Author
ଆଶାମଞ୍ଜରୀ ମହାନ୍ତି(୧୯୨୫-୨୦୧୫)ଙ୍କ ଜନ୍ମ କଟକରେ ହୋଇଥିଲା। ତାଙ୍କର ବାଲ୍ୟକାଳ ଢେଙ୍କାନାଳରେ କଟିଥିଲା। ପିତା କୁଳମଣି ମହାନ୍ତିଙ୍କ ସଂସ୍କାରରେ ପରିପାଳିତ ହୋଇ ସିଏ ଆଧ୍ୟାତ୍ମବାଦୀ ହୋଇଥିଲେ। ୧୯୪୪ ମସିହାରେ ତାଙ୍କର ବିବାହ ସ୍ୱନାମଧନ୍ୟ କବି ଗୁରୁପ୍ରସାଦ ମହାନ୍ତିଙ୍କ ସହ ହୋଇଥିଲା। ତାଙ୍କ ଶ୍ୱଶୁରଙ୍କ ପ୍ରେରଣାରେ ‘କୁମାର ସମ୍ଭବ’ କାବ୍ୟର ଓଡ଼ିଆ ପଦ୍ୟାନୁବାଦ କରିଥିଲେ। ‘ଜାୟସୀ’ଙ୍କ ରଚିତ ‘ପଦ୍ମାବତ୍]’ ବୃହତ କାବ୍ୟର ଓଡ଼ିଆ ଅନୁବାଦ କରିଥିଲେ, ଯାହା ୨୦୧୪ରେ ପ୍ରକାଶିତ ହେବାର ପରବର୍ଷ୨୦୧୫ରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କର ଅନ୍ୟାନ୍ୟ ଅନୁବାଦ ମଧ୍ୟରେ ତାଙ୍କର ଦୀକ୍ଷାଗୁରୁ ଶ୍ରୀମତ୍ ବିଶ୍ୱପ୍ରଣବ ସ୍ୱାମୀ ଅତ୍ୟାଶ୍ରମୀଙ୍କର କେତେକ ରଚନା ଉଲ୍ଲେଖଯୋଗ୍ୟ। (୧) ଅଦୃଷ୍ଟ ସିଦ୍ଧି, (୨) I the order, (୩) ଶ୍ରୀଗୋପୀ-ଗୋବିନ୍ଦ-ଗୀତମ୍], (୪) ଆଶ୍ଚର୍ଯ୍ୟ ନୀଳମଣି (ଅପ୍ରକାଶିତ)।
Product details
- Publisher : Black Eagle Books
- Publication date : 17 November 2025
- Language : Oriya
- Print length : 740 pages
- ISBN-10 : 1645607607
- ISBN-13 : 978-1645607601
- Item Weight : 844 g
- Dimensions : 13.97 x 4.14 x 21.59 cm
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





