Availability: In Stock

Meghaduta (Kalidasa’s Meghadutam)

210.00

ମହାକବି କାଳିଦାସଙ୍କ ରଚିତ ‘ମେଘଦୂତ’ ହେଉଛି ବର୍ଷାର କାବ୍ୟ । ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର କହନ୍ତି- “ମେଘଦୂତ ଛଡ଼ା ନବବର୍ଷାର କାବ୍ୟ ଆଉ କୌଣସି ସାହିତ୍ୟରେ କେଉଁଠି ନାହିଁ । ଏଥିରେ ବର୍ଷାର ସମସ୍ତ ଅନ୍ତର୍ବେଦନା ନିତ୍ୟକାଳର ଭାଷାରେ ଲିଖିତ ହୋଇଯାଇଛି । ପୃଥିବୀର ସାଂସରିକ ମେଘୋତ୍ସବର ଅନିର୍ବଚନୀୟ କବିତ୍ୱଗାଥା ମାନବର ଭାଷାରେ ବାନ୍ଧି ହୋଇଯାଇଛି ।”

Categories: ,

Description

About the Author

ମନୋରଂଜନ ପଟ୍ଟନାୟକ ଦୀର୍ଘ ୫୦ ବର୍ଷ ଧରି ମୁଂବଇରେ ରହୁଛନ୍ତି । ତାଙ୍କର ପ୍ରଥମ ଅନୁବାଦ ପୁସ୍ତକ ‘ଓମାର କାବ୍ୟ’ ଗତବର୍ଷ ଏସିଆନ୍ ପ୍ରେସ୍ ବୁକ୍ସ, କଲିକତା ଦ୍ୱାରା ପ୍ରକାଶିତ । ଏହା ହେଉଛି ଅନୁବାଦକଙ୍କର ୨ୟ ପ୍ରକାଶିତ ପୁସ୍ତକ । ମହାକବି କାଳିଦାସଙ୍କର ‘ମେଘଦୂତମ୍]’ର ଏହା ଓଡ଼ିଆ ପଦ୍ୟାନୁବାଦ ଯେଉଁଥିରେ ଭାଷାର ସରଳତା ଓ ସାବଲୀଳତା ରହିଛି । ପାଠକସମାଜ ଏହି ପଦ୍ୟାନୁବାଦକୁ ଆନ୍ତରିକତାର ସହିତ ଆପଣେଇ ନେବେ ବୋଲି ଆଶା ଓ ବିଶ୍ୱାସ ।ମୋ-୯୯୮୭୦୨୨୯୩୦

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 20 July 2022
  • Language ‏ : ‎ Oriya
  • Print length ‏ : ‎ 166 pages
  • ISBN-10 ‏ : ‎ 164560294X
  • ISBN-13 ‏ : ‎ 978-1645602941
  • Item Weight ‏ : ‎ 218 g
  • Dimensions ‏ : ‎ 13.97 x 0.97 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

select-format

Paperback

Language

Odia

Translator

Manoranjan Pattanayak