Description
About the Author
ଆଧୁନିକ କାବ୍ୟ ଜଗତରେ ସସ୍ମିତା କର ଏକ ପ୍ରତିସ୍ପର୍ଦ୍ଧିତ ଉଚ୍ଚାରଣ। ମା’ ମାଟିର କଥାଠାରୁ ଆରମ୍ଭ କରି ସାମ୍ପ୍ରତିକ ପ୍ରସଙ୍ଗ ପର୍ଯ୍ୟନ୍ତ, ବ୍ୟକ୍ତିଠାରୁ ଆରମ୍ଭ କରି ପ୍ରଥିତଯଶା ପର୍ଯ୍ୟନ୍ତ, ସବୁଥିରେ ତାଙ୍କ ଲେଖନୀ ମୁଖରିତ। ତାଙ୍କ କବିତା କୁହେ ସାଧାରଣ ମଣିଷର କଥା। ତାଙ୍କ ଅଙ୍ଗେ ନିଭେଇଥିବା ଅନୁଭୂତିର ଆବେଦନ ପାଠକକୁ ନେଇଯାଏ ସ୍ମୃତିର ଅତଳ ଗହ୍ୱରକୁ। ଏଯାବତ୍ ପ୍ରକାଶିତ ସସ୍ମିତାଙ୍କ କବିତା ସଂକଳନ ‘ଗୋଟେ ଗାଉଁଲି ଝିଅର କଥା’, ‘ଦେଖା ହେଲେ କହିବି’ ଓ ‘ଆମ୍ରପଲ୍ଲୀ’ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ସସ୍ମିତା କର ସମ୍ପ୍ରତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଶିକ୍ଷା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟରତ। ପହଙ୍ଗା ଗ୍ରାମର ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ଷଡ଼ଙ୍ଗୀଙ୍କ ଝିଅ ତଥା ସମ୍ବଲପୁରର ଶିକ୍ଷାବିତ ସ୍ୱର୍ଗତ ବାଳକୃଷ୍ଣ କରଙ୍କ ବୋହୂ ସସ୍ମିତାଙ୍କ ‘ମାଷ୍ଟ୍ରାଣୀ’ ଏକ ନୂତନ ସ୍ୱାଦର କବିତା ପୁସ୍ତକ ।
Product details
- Publisher : Black Eagle Books
- Publication date : 29 January 2026
- Language : Oriya
- Print length : 108 pages
- ISBN-10 : 1645608344
- ISBN-13 : 978-1645608349
- Item Weight : 136 g
- Dimensions : 13.97 x 0.66 x 21.59 cm
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
Indian Edition Also available on: