Description
About the Author
ଦୀପ୍ତିମୟୀ ବିଶ୍ୱାଳଙ୍କର ଜନ୍ମ ଯାଜପୁର ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ କନ୍ତିଆ ଗ୍ରାମରେ । କୋରାପୁଟରେ ଶୈଶବ, ଝାରସୁଗୁଡ଼ାରେ କୈଶୋର ବିତିଲା ପରେ ସେ ଏବେ ଅନୁଗୋଳରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ । ୨୦୦୫ରୁ ନିରବଚ୍ଛିନ୍ନ ଭାବରେ କବିତା ଲେଖୁଛନ୍ତି । ତାଙ୍କର କବିତା ଅନେକ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଓ ପାଠକୀୟ ଆଦୃତି ଲାଭ କରିଛି । ମୋବାଇଲ ନମ୍ବର-୭୦୦୮୧୪୯୨୬୩ ।
Product details
- Publisher : Black Eagle Books
- Publication date : 18 March 2021
- Language : Oriya
- Print length : 86 pages
- ISBN-10 : 1645601722
- ISBN-13 : 978-1645601722
- Item Weight : 118 g
- Dimensions : 13.97 x 0.53 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





