Description
About the Author
ରୋଜାଲିନି ମିଶ୍ର ୫ ଜାନୁଆରୀ ୧୯୮୩ରେ ଖୋର୍ଦ୍ଧା ଜିଲ୍ଲାର ପ୍ରତାପରୁଦ୍ରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ଲେଖିକା ଓ ପ୍ରାଚୀନ କଳାକେନ୍ଦ୍ର, ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରୁ ତାଲିମପ୍ରାପ୍ତ ଓଡ଼ିଶୀ କଣ୍ଠଶିଳ୍ପୀ । ରୋଜାଲିନିଙ୍କର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଗଳ୍ପ, ପ୍ରବନ୍ଧ, ରମ୍ୟରଚନା, ଭ୍ରମଣ କାହାଣୀ ଇତ୍ୟାଦି ବିଭିନ୍ନ ପତ୍ରପତ୍ରିକା ଯଥା- ‘କାଦମ୍ବିନୀ’, ‘ରେବତୀ’, ‘ଶୋଭନା’, ‘ଯୁବପ୍ରଭା’, ‘ସମାଜ’, ‘ଧରିତ୍ରୀ’, ‘ପ୍ରଗତିବାଦୀ’, ‘ନିତିଦିନ’ ଆଦିରେ ପ୍ରକାଶିତ । ସେ ପାଇଥିବା ସମ୍ମାନ ମଧ୍ୟରେ ‘ଅଭିନନ୍ଦନ’ ତରଫରୁ ଶ୍ରେଷ୍ଠ ଗାଳ୍ପିକା ୨୦୨୨ ସମ୍ମାନ, ସୁବର୍ଣ୍ଣା ଲେଖିକା ସମ୍ମାନ, କେଦାର ଭାରତୀ ଗାଳ୍ପିକା ସମ୍ମାନ, ପାନାସିଆ ଜୁରୀ ମେମ୍ବର ସମ୍ମାନ, ପ୍ରତିଲିପି ସମ୍ମାନ, ପ୍ରଗତିବାଦୀ ଲେଖିକା ସମ୍ମାନ ଉଲ୍ଲେଖଯୋଗ୍ୟ । ତାଙ୍କର ଗଳ୍ପ ‘ଗୌତମୀ ଓ କାପାଳିକ’ ଏବଂ ‘ଘୁଙ୍ଗୁର’ ସରଳ କୁମାର ଦାସଙ୍କ ସମ୍ପାଦିତ ‘ଶ୍ରେଷ୍ଠଗଳ୍ପ-୨୦୨୧’ ଓ ‘ଶ୍ରେଷ୍ଠ ଗଳ୍ପ-୨୦୨୨’ରେ ସଂକଳିତ ।
Product details
- Publisher : Black Eagle Books
- Publication date : 6 October 2024
- Language : Oriya
- Print length : 156 pages
- ISBN-10 : 1645605906
- ISBN-13 : 978-1645605904
- Item Weight : 204 g
- Dimensions : 13.97 x 0.91 x 21.59 cm
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
Indian Edition Also available on: