Availability: In Stock

Kshyamaya Dharitri

220.00

ଆମ ସମୟର ଏକ ସୃଜନ ପ୍ରବାହ ଶାନ୍ତିପ୍ରିୟା ମିଶ୍ର । ଭାବ ଭାବନାରେ ଅହରହ ବୁଡ଼ିରହି ସେ ଖୋଜୁ ଥାଆନ୍ତି ଶବ୍ଦ । ଶବ୍ଦମାନେ ଭାବମୟ ହୁଅନ୍ତି, ଉଦ୍]ବେଳନ ସୃଷ୍ଟି କରନ୍ତି ଓ ଲେଖିକାଙ୍କୁ ଉଦ୍]ଭ୍ରାନ୍ତ କରନ୍ତି । ନାରୀ କେବଳ କ୍ଷମାର ସାଗର ନୁହେଁ; ସେ ମହାଦ୍ରୁମ ଗଛଟିଏ । ଆପଣାରମାନଙ୍କୁ ବଞ୍ôଚବାର ଆଶା ଦେଇ ନିରନ୍ତର ସଂଘର୍ଷ କରି କରି ସ୍ୱର୍ଗକୁ ଚାଲିଯାଏ । ଗୃହସ୍ଥ ଆଶ୍ରମକୁ ତପୋବନ ମନେ କରି ସେ ଲେଖି ଚାଲିଛନ୍ତି କବିତା, ଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା ଏବଂ ଜୀବନ ଅପରାହ୍ନର ସୃଷ୍ଟି ‘କ୍ଷମୟା ଧରିତ୍ରୀ’ ବହୁ ଅନୁଭୂତିର ସମାବେଶଟିଏ । ଆଶା ଓ ବିଶ୍ୱାସ ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବ । ତାଙ୍କର ପ୍ରକାଶିତ ଅନ୍ୟତମ ପୁସ୍ତକ ହେଲା- ‘ଭକ୍ତି ପିୟୁଷ’ ପ୍ରଥମ ଓ ଦ୍ୱିତୀୟ ଖଣ୍ଡ ।

Category:

Description

About the Author

ଆମ ସମୟର ଏକ ସୃଜନ ପ୍ରବାହ ଶାନ୍ତିପ୍ରିୟା ମିଶ୍ର । ଭାବ ଭାବନାରେ ଅହରହ ବୁଡ଼ିରହି ସେ ଖୋଜୁ ଥାଆନ୍ତି ଶବ୍ଦ । ଶବ୍ଦମାନେ ଭାବମୟ ହୁଅନ୍ତି, ଉଦ୍]ବେଳନ ସୃଷ୍ଟି କରନ୍ତି ଓ ଲେଖିକାଙ୍କୁ ଉଦ୍]ଭ୍ରାନ୍ତ କରନ୍ତି । ନାରୀ କେବଳ କ୍ଷମାର ସାଗର ନୁହେଁ; ସେ ମହାଦ୍ରୁମ ଗଛଟିଏ । ଆପଣାରମାନଙ୍କୁ ବଞ୍�ଚବାର ଆଶା ଦେଇ ନିରନ୍ତର ସଂଘର୍ଷ କରି କରି ସ୍ୱର୍ଗକୁ ଚାଲିଯାଏ । ଗୃହସ୍ଥ ଆଶ୍ରମକୁ ତପୋବନ ମନେ କରି ସେ ଲେଖି ଚାଲିଛନ୍ତି କବିତା, ଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା ଏବଂ ଜୀବନ ଅପରାହ୍ନର ସୃଷ୍ଟି ‘କ୍ଷମୟା ଧରିତ୍ରୀ’ ବହୁ ଅନୁଭୂତିର ସମାବେଶଟିଏ । ଆଶା ଓ ବିଶ୍ୱାସ ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବ । ତାଙ୍କର ପ୍ରକାଶିତ ଅନ୍ୟତମ ପୁସ୍ତକ ହେଲା- ‘ଭକ୍ତି ପିୟୁଷ’ ପ୍ରଥମ ଓ ଦ୍ୱିତୀୟ ଖଣ୍ଡ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 18 March 2024
  • Language ‏ : ‎ Oriya
  • Print length ‏ : ‎ 146 pages
  • ISBN-10 ‏ : ‎ 1645605205
  • ISBN-13 ‏ : ‎ 978-1645605201
  • Item Weight ‏ : ‎ 195 g
  • Dimensions ‏ : ‎ 13.97 x 0.86 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback