Availability: In Stock

Janha Nadee

Author: Adyasha Das

200.00

Janha Nadee (Moon River) is a luminous new collection by Adyasha Das, where every poem flows with her signature tenderness and quiet depth. In these pages, nature converses with memory, love gathers its many hues, and the self-drifts between stillness and discovery. Each verse carries the shimmer of her distinct poetic voice, offering readers a journey through emotion, identity, and the fragile beauty of being. A book to return to, again and again, for its grace, insight, and lingering serenity.

Category:

Description

About the Author

ଆମାଜନ୍ ବେଷ୍ଟ ସେଲର୍ ଲେଖିକା ଡକ୍ଟର ଆଦ୍ୟାଶା ଦାସ ହେଉଛନ୍ତି ଭୁବନେଶ୍ୱର ଆଇ.ଆଇ.ଟି.ଏମ୍].ର ପ୍ରଫେସର। ସମକାଳର ଓଡ଼ିଆ ସାହିତ୍ୟରେ ତାଙ୍କର ସ୍ୱର ଗଳ୍ପ ଓ କବିତାରେ ସ୍ପଷ୍ଟ ଏବଂ ହୃଦୟଗ୍ରାହୀ। ଓଡ଼ିଆ ଏବଂ ଇଂରାଜୀ ଉଭୟ ଭାଷାରେ ଲେଖୁଥିବା ଲେଖିକା ଆଦ୍ୟାଶାଙ୍କର ସାହିତ୍ୟ କୃତି ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ ଗଭୀର ମନସ୍ତାତ୍ତ୍ୱିକ ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ। ତାଙ୍କର ଚର୍ଚ୍ଚିତ ଇଂରାଜୀ ପୁସ୍ତକଗୁଡ଼ିକ ହେଲା- ‘ଚୌଷଠି ଯୋଗିନୀ ଅଫ୍ ହୀରାପୁର, ଫ୍ରମ୍ ତନ୍ତ୍ର ଟୁ ଟୁରିଜିମ୍]’, ‘ଯୋଗିନୀ ଅଫ୍ ରାଣୀପୁର ଝରିଆଲ, ତାନ୍ତ୍ରିକ ଗଡ଼େସେସ୍ ଅଫ୍ ୟୋର୍]’, ‘ବିୟୋଣ୍ଡ୍ ଦି ହୋରାଇଜନ୍] ଏ ଟ୍ରାଭଲ୍ ମେମୋୟର୍ ଆଣ୍ଡ୍ ଦି ଜର୍ଣ୍ଣିଂ ଷ୍ଟାର୍ଟସ ହିୟର୍]’, ‘ଗ୍ଲୋବାଲ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଟୁରିଜିମ୍ ଟ୍ରେଣ୍ଡ୍]ସ’। ତାଙ୍କର ଏହି ପୁସ୍ତକଗୁଡ଼ିକ ଗଭୀର ଗବେଷଣା ଏବଂ ଚିନ୍ତନ ଉପରେ ପ୍ରତିଷ୍ଠିତ ହେଲେ ମଧ୍ୟ ପାଠକର ହୃଦାକାଶରେ ଜହ୍ନରାତି ପରି ସ୍ପଷ୍ଟ। ତାଙ୍କର ଓଡ଼ିଆରେ ପ୍ରକାଶିତ କବିତା ସଂକଳନ ‘ଅନୁଚ୍ଚାରିତ’ ଏବଂ ଗଳ୍ପ ସଂକଳନ ‘ଭିତରକୁ ରାସ୍ତା’ ପାଠକମାନଙ୍କ ଦ୍ୱାରା ଆଦୃତ। ତାଙ୍କର ସୂକ୍ଷ୍ମ ଦୃଷ୍ଟିସମ୍ପନ୍ନ ସମ୍ଭ୍ରାନ୍ତ ଲିଖନ ଶୈଳୀ ହେଉଛି ଅତୀତ ଓ ବର୍ତ୍ତମାନ ଭିତରେ ଏକ ମଧୁର ବାର୍ତ୍ତାଳାପ। ସାହିତ୍ୟ ସହ ସଂଗୀତ ସାଧନାରେ ମଧ୍ୟ ସେ ବ୍ରତୀ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 24 November 2025
  • Language ‏ : ‎ Oriya
  • Print length ‏ : ‎ 122 pages
  • ISBN-10 ‏ : ‎ 1645607747
  • ISBN-13 ‏ : ‎ 978-1645607748
  • Item Weight ‏ : ‎ 150 g
  • Dimensions ‏ : ‎ 13.97 x 0.74 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback