Availability: In Stock

Haluka Manisha

Author: Milan Kundera

360.00

ଜୀବନଟା କାହା ପାଇଁ କେମିତି । ଜଣକ ପାଇଁ ଜୀବନ ପକ୍ଷୀର ପର ପରି ହାଲୁକା ତ ଆଉ କାହା ପାଇଁ ଗୋଟେ ଓଜନିଆ ପଥର ପରି ବୋଝ । କୁନ୍ଦେରାଙ୍କ ଦୃଷ୍ଟିରେ ଆମର ବୋଝ ଯେତିକି ଅଧିକ ହୁଏ, ମାଟି ସହିତ ଜୀବନ ସେତିକି ନିବିଡ଼ ହୁଏ । ଅପରପକ୍ଷେ ବୋଝ ନଥିଲେ ମଣିଷର ଜୀବନ ପବନ ପରି ହାଲୁକା ହେଇଯାଏ । ଉପରକୁ ଉଠିଉଠିକା ଯାଏ ଆଉ ମଣିଷର ଜୀବନ କ୍ରମଶଃ ଅର୍ଦ୍ଧସତ୍ୟ ଓ ନଗଣ୍ୟ ହେଇଯାଏ । ତେବେ ଆମେ କୋଉଟାକୁ ବାଛିବା କଥା- ହାଲୁକା ନା ଓଜନ? ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ‘The Unbearable Lightness of Being’ ରେ ଏପରି ଏକ ଜୀବନ ଦର୍ଶନକୁ ଏକ ଭିନ୍ନ ଶୈଳୀରେ ଅବତାରଣା କରାଯାଇଛି ।

“ହାଲୁକା ମଣିଷ’- ଏହି ବହିଟିର ଓଡ଼ିଆ ଅନୁବାଦ ଆମର ଓଡ଼ିଆ ପାଠକଙ୍କ ଉଦ୍ଦେଶ୍ୟରେ ଏକ ବୌଦ୍ଧିକ ପ୍ରୟାସ ମାତ୍ର ।

Categories: ,

Description

About the Author

ଚେକ୍ ଗଣ ରାଜ୍ୟରେ ଜନ୍ମିତ ମିଲନ୍ କୁନ୍ଦେରା (୧୯୨୯) ସାହିତ୍ୟରେ କୁହୁକ ବାସ୍ତବବାଦ ଧାରାର ଅନ୍ୟତମ ଲେଖକ । ‘The unbearable Lightness of Being’, ‘The Joke’, ‘The Book of Laughter’, ‘Life is Elsewhere’ ଇତ୍ୟାଦି ତାଙ୍କର ସଫଳ ସୃଷ୍ଟି । ୧୯୭୫ ମସିହାରେ ଚେକୋସ୍ଲୋଭାକିଆର କମ୍ୟୁନିଷ୍ଟ ସରକାର ତାଙ୍କୁ ଫ୍ରାନ୍]ସକୁ ନିର୍ବାସିତ କରିଥିଲେ ଓ ତାଙ୍କର ବହିଗୁଡ଼ିକୁ ମଧ୍ୟ ନିଷେଧ କରାଯାଇଥିଲା । ଏଇ ମାତ୍ର ୨୦୧୯ରେ ପୁଣି ତାଙ୍କୁ ଚେକ୍ ନାଗରିକତ୍ୱ ଫେରାଇ ଦିଆଯାଇଛି । ଚରିତ୍ରର ବାହ୍ୟ ରୂପାୟନ ଅପେକ୍ଷା ଶବ୍ଦର ପ୍ରୟୋଗରେ ତୃତୀୟ ପୁରୁଷ ବର୍ଣ୍ଣନା ମାଧ୍ୟମରେ ଚରିତ୍ର ଚିତ୍ରଣ କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 21 November 2021
  • Language ‏ : ‎ Oriya
  • Print length ‏ : ‎ 312 pages
  • ISBN-10 ‏ : ‎ 1645602273
  • ISBN-13 ‏ : ‎ 978-1645602279
  • Item Weight ‏ : ‎ 399 g
  • Dimensions ‏ : ‎ 13.97 x 1.78 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

select-format

Paperback

Language

Odia

Translator

Rabi Shankar Mishra, Sneha Mishra