Description
About the Author
ନରେନ୍ଦ୍ର କୁମାର ଭୋଇ ବୌଦ୍ଧ ଜିଲ୍ଲାର ନୁର୍ପା ଗ୍ରାମରେ ୨୨ ଜୁଲାଇ ୧୯୭୯ରେ ଜନ୍ମଗ୍ରହଣ କରିଥିଲେ । ସମାଜକର୍ମ ଓ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ପରେ ସେ ଏବେ ସାହିତ୍ୟ ଓ ସମାଜ ସେବାରେ ନିୟୋଜିତ । ତାଙ୍କର ପ୍ରକାଶିତ କବିତା ସଂକଳନ ହେଲା ‘ଧୁନ୍ଦୁକୁଡ଼ା’ (ରାଜ୍ୟ ଯୁବ ପୁରସ୍କାର ପ୍ରାପ୍ତ), ‘ସ୍ୱର ନିଜର’ ଏବଂ ‘ପୀଡ଼ାପର୍ବ’ (କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବପୁରସ୍କାର ପ୍ରାପ୍ତ) । ସେ ପାଇଥିବା ପୁରସ୍କାର ଓ ସମ୍ମାନ ମଧ୍ୟରେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବପୁରସ୍କାର, ରାଜ୍ୟ ଯୁବ ପୁରସ୍କାର, ବସନ୍ତ ମୁଦୁଲି ସ୍ମୃତି ପୁରସ୍କାର, ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର, କବି ଭାନୁଜୀ ରାଓ ସ୍ମୃତି ସମ୍ମାନ, କୋଶଳ ସାହିତ୍ୟ ସମ୍ମାନ ଉଲ୍ଲେଖଯୋଗ୍ୟ ।
Product details
- Publisher : Black Eagle Books
- Publication date : 3 March 2024
- Language : Oriya
- Print length : 96 pages
- ISBN-10 : 1645605272
- ISBN-13 : 978-1645605270
- Item Weight : 132 g
- Dimensions : 13.97 x 0.58 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Peacock Books, DE-155, TAGORE GARDEN, NEW DELHI, India 110027





