Description
About the Author
ସଂଘମିତ୍ରା ରାଏଗୁରୁ (ଅଗଷ୍ଟ ୧୯୮୩, ଓଡିଶା): ସାହିତ୍ୟ ଜଗତର ଜଣେ ଚର୍ଚ୍ଚିତ ତଥା ସଫଳ ବହୁଭାଷୀ କବୀ, ଅନୁବାଦିକା ଓ ଉପସ୍ଥାପିକା । ନାରୀ ଜୀବନର ରହସ୍ୟଘନ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ତାଙ୍କ ରଚନାର ବିଶେଷତ୍ୱ ହୋଇଥିଲା ବେଳେ ହାତପାଆନ୍ତାର ଜୀବନ, ଯନ୍ତ୍ରଣା, ଭାବ, ଅଭାବ ଓ ନିଃସଙ୍ଗତା ଆଦିକୁ ଶବ୍ଦାବିଷ୍ଟ କରୁ କରୁ ସେ ଫୁଙ୍କି ପାରନ୍ତି ମାନବବାଦର ପଞ୍ଚଜନ୍ୟ ଆଉ ଖୋଜିବସନ୍ତି ଦୃଶ୍ୟ ଭିତରର ଦୃଶ୍ୟ । “ଲୁଣ ଓ ଅନ୍ୟାନ୍ୟ କବିତା’ ତାଙ୍କର ଅଷ୍ଟମ କବିତା ସଙ୍କଳନ ଓ ଏକାଦଶତମ ପୁସ୍ତକ । ତାଙ୍କ ଅନ୍ୟ କବିତା ସଂଗ୍ରହ ପରି ଏହା ପାଠକଙ୍କୁ ମୌଳିକତାର ବାସ୍ନାରେ ବାସ୍ନାୟିତ କରିବା ସହ ଅନେକ ଆଦୃତି ସାଉଁଟିବ ଏ ବିଶ୍ୱାସ ଅଛି । ଲେଖିକାଙ୍କର ଅନ୍ୟାନ୍ୟ ସୃଷ୍ଟି ଭିତରେ ରହିଛି, ‘ଆଖିରେ ଆଖିଏ ସ୍ୱପ୍ନ’, ‘ଜହ୍ନରେ ବି ଉଠେ ଝଡ’, ‘ଚାଲ ଦୀପଟେ ଜାଳିବା’, ‘ତୁମେ ସମୁଦ୍ର ମୁଁ ଶୋଷ’, ‘ଯାହା କୁହେନା ଆଇନା’, ‘ଟୋପେ କାକରର ମୋହ’, ‘କୁଛ୍ ଘୁଁଟ ଚାନ୍ଦ୍ କେ’ (ହିନ୍ଦୀ), ‘ରୋଶନୀ କୀ ଖାତିର’୍ (ହିନ୍ଦୀ), ଅନୂଦିତ ଉପନ୍ୟାସ ପ୍ରେମଚାନ୍ଦଙ୍କ ‘ପ୍ରତିଜ୍ଞା’ ଓ ‘ସେବାସଦନ’ ।
Product details
- Publisher : Black Eagle Books
- Publication date : 22 April 2024
- Language : Oriya
- Print length : 130 pages
- ISBN-10 : 164560490X
- ISBN-13 : 978-1645604907
- Item Weight : 172 g
- Dimensions : 13.97 x 0.79 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





