Availability: In Stock

Chandana Banare Eka

Author: Bhanuji Rao

160.00

“Chandana Banare Eka” is the fourth poetry collection of the poet Bhanuji Rao. Collection has fifty poems in it. This collection was awarded Odisha Sahitya Akademi award for poetry in 1994.

Category:

Description

About the Author

ଭାନୁଜୀ ରାଓ (୧୯୨୬-୨୦୦୧) ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ବିବର୍ତ୍ତିତ ଧାରାରେ ଜଣେ ଶ୍ରେଷ୍ଠ କବି । ୧୯୫୫ ମସିହାରେ କବି ଗୁରୁପ୍ରସାଦ ମହାନ୍ତିଙ୍କ ସହ ମିଳିତ ସଂକଳନ ‘ନୂତନ କବିତା’ରେ ତାଙ୍କର କବିତା ସର୍ବ ପ୍ରଥମେ ପ୍ରକାଶ ଲାଭକରେ ଏବଂ ୧୯୭୩ରେ ତାଙ୍କର ଦ୍ୱିତୀୟ କବିତା ସଂକଳନ ‘ବିଷାଦ ଏକ ଋତୁ’ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭକରେ । ଏହାପରେ ‘ନଈଆରପାରି’, ‘ଚନ୍ଦନ ବନରେ ଏକା’, ‘ଦର୍ପଣ ଆଗରେ’, ‘ଏକା ଏବଂ ଏକା ଏକା’, ‘ହଳଦୀ ପତ୍ରର ବାସ୍ନା’, ‘ଜହ୍ନର ରକ୍ତ ଧଳା’, ‘ଶବ୍ଦ ସଙ୍ଗେ ଶୃଙ୍ଗାର’, ‘ଅନ୍ତର୍ଗତ ସୁଖଦୁଃଖ’, ‘ସ୍ୱପ୍ନର ପ୍ରଚ୍ଛଦ’, ‘ରକ୍ତ ମାଂସର କବିତା’ ଆଦି କାବ୍ୟକୃତି ଆତ୍ମପ୍ରକାଶ ଲଭି ଓଡ଼ିଆ କବିତାରେ ନୂତନ ଭାବ ଓ ରୂପବୈଚିତ୍ର]୍ୟ ନିର୍ମାଣ କରେ । ସେ ମୁଖ୍ୟତଃ ରୋମାଣ୍ଟିକ କବି । ତାଙ୍କୁ ନଦୀ, ନାରୀ ଓ ନକ୍ଷତ୍ରର କବି ମଧ୍ୟ କୁହାଯାଏ । ଇନ୍ଦ୍ରିୟଗ୍ରାହ୍ୟ ସୌନ୍ଦର୍ଯ୍ୟାତ୍ମକ ଅଭିବ୍ୟକ୍ତି, ରୋମାଣ୍ଟିକ ପ୍ରବଣତା, ମାଟିମନସ୍କତା, ପ୍ରତୀକ ଓ ଚିତ୍ରକଳ୍ପର ପ୍ରାୟୋଗିକ କଳା ଆଦି ତାଙ୍କ କବିତାକୁ ସ୍ୱତନ୍ତ୍ର କରିପାରିଛି । ‘ନଈ ଆରପାରି’ କବିତା ଗ୍ରନ୍ଥ ପାଇଁ ସେ ୧୯୮୯ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 28 October 2022
  • Language ‏ : ‎ Oriya
  • Print length ‏ : ‎ 110 pages
  • ISBN-10 ‏ : ‎ 1645603296
  • ISBN-13 ‏ : ‎ 978-1645603290
  • Item Weight ‏ : ‎ 150 g
  • Dimensions ‏ : ‎ 13.97 x 0.66 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback