Availability: In Stock

Bhinna Srota

Author: Sneha Mishra

150.00

ଏଇ ଗଳ୍ପ ସଂକଳନ – ଭିନ୍ନ ସ୍ରୋତ ରେ ସେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀର ଅବତାରଣା କରିଛନ୍ତି। ସବୁ ଗଳ୍ପ ସାମାଜିକ କଥାବସ୍ତୁ ଉପରେ ଆଧାରିତ। ଅଧିକାଂଶ ଚରିତ୍ର ସାମାଜିକ ପୃଷ୍ଠଭୂମିରୁ ଆନୀତ। ଏକ ସାଧାରଣ/ସ୍ଵାଭାବିକ/ଚିରାଚରିତ ଜୀବନଶୈଳୀ ଭିତରେ ସେମାନଙ୍କ ଅସାଧାରଣ ବ୍ୟକ୍ତିଚରିତ୍ର ହିଁ ତାଙ୍କ ଗଳ୍ପର ଅନ୍ୟତମ ଦିଗ। ବିଭିନ୍ନ ସଂଘର୍ଷମୟ ପରିସ୍ଥିତିରେ ଥିବା ଏଇ ଚରିତ୍ର ମାନଙ୍କ ଭିତରେ ପ୍ରତିଫଳିତ ଏକ ଗଭୀର ମାନବିକ ଆବେଦନ ହିଁ ତାଙ୍କ ରଚନାର ସ୍ଵାତନ୍ତ୍ର୍ୟ।

Category:

Description

About the Author

ସ୍ନେହ ମିଶ୍ର (ସମ୍ବଲପୁର) ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ପରିଚିତ ଗାଳ୍ପିକା। ବୃତ୍ତିରେ ଈଂରାଜୀ ଅଧ୍ୟାପିକା। “ସପ୍ତପଦୀ”, “କୁରେଇଫୁଲ ଓ ଅନ୍ୟାନ୍ୟ କାହାଣୀ” ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ। ଅନୁବାଦ ସାହତ୍ୟରେ ମଧ୍ୟ ତାଙ୍କର ବିଶେଷ ଋଚି ରହିଛି। “ଏକ ହରିଜନର ମୃତ୍ୟୁ”, “ମାର୍କସବାଦ ଓ ସାହିତ୍ୟ ସମାଲୋଚନା”, “ସୁଲା”, “ଅପତ୍ୟର ଇତିକଥା”, “ଧନ କାନ୍ଦନା ରେ”, “ଜ୍ଞାନପୀଠ ବିଜେତାଙ୍କ କାହାଣୀ”, “ଜ୍ଞାନପୀଠ ବିଜେତାଙ୍କ କବିତା” ଇତ୍ୟାଦି ତାଙ୍କର ପ୍ରକାଶିତ ଅନୁବାଦ ପୁସ୍ତକ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 19 March 2021
  • Language ‏ : ‎ Oriya
  • Print length ‏ : ‎ 114 pages
  • ISBN-10 ‏ : ‎ 1645601692
  • ISBN-13 ‏ : ‎ 978-1645601692
  • Item Weight ‏ : ‎ 154 g
  • Dimensions ‏ : ‎ 13.97 x 0.69 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback