Description
About the Author
ସାଂପ୍ରତିକ ଓଡ଼ିଆ ସାହିତ୍ୟରେ ଜଣେ ସମ୍ଭାବନାମୟ ଯୁବ ପ୍ରତିଭା ହେଉଛନ୍ତି ଋକ୍ମିଣୀ (୧୯୯୬) । ଶ୍ରୀକ୍ଷେତ୍ର ପୁରୀରେ ଜନ୍ମଗ୍ରହଣ କରିଥିବା ଲେଖିକା ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି UGC-NET-JRF ଲାଭ କରି ସଂପ୍ରତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଗବେଷଣାରତ । ପିଲାଦିନରୁ ସାହିତ୍ୟ ପ୍ରତି ତାଙ୍କର ଗଭୀର ନିଷ୍ଠା ରହିଆସିଛି । ସରଳ, ବୋଧଗମ୍ୟ ଭାଷା ତଥା ଶବ୍ଦ ସଂଯୋଜନା ମାଧ୍ୟମରେ ସେ ତାଙ୍କର ବିଚାରକୁ ଉପସ୍ଥାପନ କରନ୍ତି ।
Product details
- Publisher : Black Eagle Books
- Publication date : 10 June 2023
- Language : Oriya
- Print length : 110 pages
- ISBN-10 : 164560408X
- ISBN-13 : 978-1645604082
- Item Weight : 150 g
- Dimensions : 13.97 x 0.66 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





