Description
About the Author
ଡ. କଳ୍ପନା ସାହୁ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଢଓଗ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର୍ ରୂପେ ଅବସ୍ଥାପିତ । ସେ ଏହି ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ସ୍କୁଲ୍]ରେ Organizational Behaviour ଏବଂ ମନୋବିଜ୍ଞାନ-ସମ୍ବନ୍ଧୀୟ ବିଷୟମାନ ଶିକ୍ଷାପ୍ରଦାନ କରନ୍ତି । ସୁଖାନୁଭୂତି ସମ୍ପର୍କରେ ଗବେଷଣା କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍].ଡି. ଉପାଧି ହାସଲ କରିଛନ୍ତି । ଦୀର୍ଘ ପନ୍ଦର ବର୍ଷରୁ ଅଧିକ ସମୟର ଗବେଷଣା ଓ ଅଧ୍ୟାପନା ଅଭିଜ୍ଞତା ରହିଛି । ସୁଖାନୁଭୂତି ବ୍ୟତୀତ ଭାବ-ବୁଦ୍ଧି, ଅଧ୍ୟାତ୍ମ-ବୁଦ୍ଧି, ନେତୃତ୍ୱ ଶୈଳୀ, ବ୍ୟକ୍ତିତ୍ୱ, ଉତ୍କର୍ଷ କାର୍ଯ୍ୟ-ଜୀବନ, ଆଶାବାଦିତା ଏବଂ କାର୍ଯ୍ୟଦକ୍ଷତା ବଳୟ ସମ୍ପର୍କରେ ତାଙ୍କର ଅଧ୍ୟାପନା ଓ ଗବେଷଣା ରହିଛି । ବିଶେଷତଃ ବୈଭବ ମନୋବିଜ୍ଞାନର ବହୁ ଦିଗବିଦିଗ ସମ୍ପର୍କରେ ତାଙ୍କର ଗବେଷଣା ରହିଛି । ତାଙ୍କର ବହୁ ଗବେଷଣାମୂଳକ ସନ୍ଦର୍ଭ ଦେଶ ବିଦେଶର ପତ୍ରିକାରେ ସ୍ଥାନ ପାଇଛି । ଶିକ୍ଷାର୍ଥୀ ଓ ଜନସାଧାରଣଙ୍କ ପାଇଁ ଉପଯୋଗୀ ଉପଦେଶନ (କାଉନ୍]ସେଲିଂ) କ୍ଷେତ୍ରରେ ସେ ସୁନାମ ଅର୍ଜ୍ଜନ କରିଛନ୍ତି ।
Product details
- Publisher : Black Eagle Books
- Publication date : 29 May 2024
- Language : Oriya
- Print length : 350 pages
- ISBN-10 : 1645601374
- ISBN-13 : 978-1645601371
- Item Weight : 445 g
- Dimensions : 13.97 x 1.98 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Peacock Books, DE-155, TAGORE GARDEN, NEW DELHI, India 110027






