Description
About the Author
ଡକ୍ଟର ହିମାଦ୍ରୀ ତନୟା ମିଶ୍ର ପୁରୀ ଜିଲ୍ଲାର ଦୋଳମଣ୍ଡପ ସାହି ନୂଆ ସାହିରେ ୧୯୮୩ ମସିହା ଜୁଲାଇ ୧୦ ତାରିଖରେ ଶ୍ରୀଯୁକ୍ତ ନରେନ୍ଦ୍ରନାଥ ମିଶ୍ର ଓ ଶ୍ରୀମତୀ ସୁଶୀଳା କରଙ୍କ ମଧ୍ୟମା କନ୍ୟା ରୂପେ ଭୂମିଷ୍ଠ ହୁଅନ୍ତି l ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର, ଏମ୍.ଫିଲ୍ ଏବଂ ପି.ଏଚ୍.ଡ଼ି. ଡିଗ୍ରୀ ହାସଲ କରି ବର୍ତ୍ତମାନ ଭୁବନେଶ୍ୱରରେ ଅବସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ପିଲାମାନଙ୍କୁ ପଢାଉଅଛନ୍ତି l ଏଥି ସହିତ ସେ ଓଡ଼ିଶାର ଜଣାଶୁଣା ‘ଅଗମ୍ୟା’ ପତ୍ରିକା ଓ ‘ବୀର କଳିଙ୍ଗ’ ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦିକା ଭାବରେ କାର୍ଯ୍ୟ କରୁଛନ୍ତି l ଅଖିଳ ଭାରତୀୟ ରାଷ୍ଟ୍ରୀୟ ଗ୍ରାମୀଣ ପତ୍ରକାର ସଂଘର ଜାତୀୟ ସ୍ତରୀୟ ସମ୍ପାଦିକା ଅଛନ୍ତି l ହିମାଦ୍ରୀ ତନୟା ଜଣେ ଆଗଧାଡ଼ିର ଗାୟିକା ଭାବରେ ମଧ୍ୟ ଖୁବ ପରିଚିତ l ଅଧୁନା ସେ ଭୁବନେଶ୍ୱରରେ ତାଙ୍କ ସ୍ୱାମୀ ଓ ଅଲିଅଳି କନ୍ୟା ସହ ରହିଆସୁଛନ୍ତି l
Product details
- Publisher : Black Eagle Books
- Publication date : 27 January 2022
- Language : Oriya
- Print length : 402 pages
- ISBN-10 : 164560232X
- ISBN-13 : 978-1645602323
- Item Weight : 508 g
- Dimensions : 13.97 x 2.26 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





