Description
Review
ଉତ୍ତର ଆମେରିକାର ଓଡ଼ିଆ ପ୍ରବାସୀଙ୍କ ଲେଖନୀରୁ ସୃଷ୍ଟ ମାର୍ମିକ କାହାଣୀ ଓ ସ୍ମୃତିଲେଖ ସମ୍ବଳିତ ଏହି ପ୍ରଥମ ପ୍ରକାଶନ ବାସ୍ତବରେ ଏକ ସ୍ୱାଗତଯୋଗ୍ୟ ଉଦ୍ୟମ
ଦେଶ ବିଦେଶ, ଓ ପୂର୍ବ, ଓ ଉତ୍ତର ପୁରୁଷ ମଧ୍ୟରେ ସମ୍ପର୍କର ସେତୁ ରୂପକ ଏହି ସୃଷ୍ଟି ସମ୍ଭାର, ଓଡ଼ିଆ ସାହିତ୍ୟର ମୁଖ୍ୟ ସ୍ରୋତରେ ଏକ ନବ ଦିଗନ୍ତ ଉନ୍ମୋଚନ କରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ
About the Author
Product details
- Publisher : Black Eagle Books
- Publication date : 15 June 2025
- Language : Oriya
- Print length : 368 pages
- ISBN-10 : 1645607070
- ISBN-13 : 978-1645607076
- Item Weight : 426 g
- Dimensions : 13.97 x 2.08 x 21.59 cm
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500





