Description
About the Author
ଡକ୍ଟର ମମତା ସାହୁ । ଜନ୍ମ ମାର୍ଚ୍ଚ ୩, ୧୯୯୩ ମସିହା । ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ସ୍ନାତକ; ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର; ବିଶ୍ୱଭାରତୀ ଶାନ୍ତିନିକେତନରୁ ଏମ୍].ଫିଲ୍]. କରି ଏବେ ବାଲେଶ୍ୱର ଜିଲ୍ଲା, ଉଇଟିକିରି ସ୍ଥିତ ଶାନ୍ତିଲତା ମହାବିଦ୍ୟାଳୟରେ ଅଧ୍ୟାପନାରତ । ସେ ନିକଟରେ “ଓଡ଼ିଆ ନାଟକରେ ରୂପାନ୍ତର ଶୈଳୀର ପ୍ରୟୋଗ’ ବିଷୟ ଉପରେ ପିଏଚ୍].ଡି. କରି ବିଶ୍ୱଭାରତୀରୁ ଉପାଧି ଲାଭ କରିଛନ୍ତି । ଓଡ଼ିଆ ଭାଷାସାହିତ୍ୟ ସମ୍ପର୍କିତ ତାଙ୍କର ବିଭିନ୍ନ ସମାଲୋଚନାମୂଳକ ପ୍ରବନ୍ଧ ଝଙ୍କାର, ଇସ୍ତାହାର, ଆମ ସମୟର ଆକାଂକ୍ଷା, ପକ୍ଷୀଘର, ଅକ୍ଷାଂଶ ଆଦିରେ ପ୍ରକାଶିତ । ଡକ୍ଟର ସାହୁଙ୍କ ଦ୍ୱାରା ସମ୍ପାଦିତ ‘ଆମ ସମୟର ନିର୍ବାଚିତ ଏକାଂକିକା’ ହେଉଛି ‘ବ୍ଲାକ୍ ଈଗଲ୍ ବୁକ୍ସ’ ଦ୍ୱାରା ପ୍ରକାଶିତ ଏକ ସଦ୍ୟତମ ନାଟ୍ୟଗ୍ରନ୍ଥ ।
Product details
- Publisher : Black Eagle Books
- Publication date : 7 December 2022
- Language : Oriya
- Print length : 364 pages
- ISBN-10 : 1645601250
- ISBN-13 : 978-1645601258
- Item Weight : 463 g
- Dimensions : 13.97 x 2.06 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
Indian Edition Also available on: