Description
About the Author
ମନୋରଂଜନ ପଟ୍ଟନାୟକ ଦୀର୍ଘ ୫୩ ବର୍ଷ ହେଲା ମୁମ୍ବଇରେ ରହୁଛନ୍ତି । ଏ ଯାଏଁ ତାଙ୍କର ୧୧ଟି ଅନୂଦିତ ପୁସ୍ତକ ପ୍ରକାଶ ପାଇଛି । ସେଗୁଡ଼ିକ ହେଲା- ‘ଓମାର କାବ୍ୟ’, ‘ମେଘଦୂତ’, ‘ଗୀତାଞ୍ଜଳୀ’, (ନୋବେଲ ପୁରସ୍କାର ପ୍ରାପ୍ତ), ‘ମଧୁଶାଳା’, ‘ଋତୁସଂହାର’, ‘ଓମାର ଖୈୟାମ ରୁବାଇୟାତ’, ‘ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ ଓ ୨୦ଟି କବିତା ପ୍ରେମର ଏବଂ ଗୋଟିଏ ଗୀତ ହତାଶାର’, ‘ଶ୍ରୀମଦ୍ ଭଗବଦ୍ ଗୀତା’, ‘ହଂସଦୂତ’, ‘ଦ୍ରଷ୍ଟା’, ‘ମୃତ୍ୟୁବୋଧ ଜୀବନ ବୋଧ’ । ‘ଅକାଳରେ ସାରସ’ ଶ୍ରୀ ପଟ୍ଟନାୟକଙ୍କର ଦ୍ୱାଦଶ ଅନୂଦିତ ପୁସ୍ତକ । ପାଠକ ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶାମୋ- ୯୯୮୭୦୨୨୯୩୦
Product details
- Publisher : Black Eagle Books
- Publication date : 7 May 2024
- Language : Oriya
- Print length : 122 pages
- ISBN-10 : 1645605507
- ISBN-13 : 978-1645605508
- Item Weight : 163 g
- Dimensions : 13.97 x 0.74 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Peacock Books, DE-155, TAGORE GARDEN, NEW DELHI, India 110027





