Description
About the Author
କୃତ୍ତିବାସ ରାଉତ (ଜନ୍ମ- ଜାନୁୟାରୀ ୧୯୫୦) ୟୁଜିଏମ୍ଇ, ସୋରୋ ସ୍କୁଲରୁ ପ୍ରଧାନ ଶିକ୍ଷକ ଭାବରେ ଅବସର ପ୍ରାପ୍ତ। ଓଡ଼ିଆ ସାହିତ୍ୟର ଜଣେ ଉଜ୍ଜ୍ୱଳ ପାଠକ ତଥା ଅବସର ପରେ ଠାକୁର ଅନୁକୁଳଚନ୍ଦ୍ରଙ୍କର ଜଣେ ଅନୁଗାମୀ ଭାବେ ବେଶ୍ ଜଣାଶୁଣା। ସେ ଅଧିକାଂଶ ସମୟ ଓଡ଼ିଆ ସାହିତ୍ୟ ପଢ଼ିବା ସହ ଠାକୁର ଅନୁକୁଳଚନ୍ଦ୍ରଙ୍କ ବିଭିନ୍ନ ପତ୍ରପତ୍ରିକା ସହିତ ଜଡ଼ିତ। “କହନ୍ତି କବୀର’ ହେଉଛି ମହାନ ସନ୍ଥ କବୀର ଦାସଙ୍କ ଲୋକପ୍ରିୟ ପୁସ୍ତକ। ସନ୍ଥ କବୀରଙ୍କ ଦୋହାକୁ ଓଡ଼ିଶାବାସୀଙ୍କ ଶହଶହ ପାଠକ ପାଠିକାଙ୍କ ନିକଟରେ ସମର୍ପିତ।
Product details
- Publisher : BLACK EAGLE BOOKS
- Publication date : 18 Nov. 2024
- Language : Oriya
- Print length : 150 pages
- ISBN-10 : 1645606074
- ISBN-13 : 978-1645606079
- Item weight : 200 g
- Dimensions : 13.97 x 0.89 x 21.59 cm
Indian Edition Also available on:





