Description
About the Author
ପ୍ରଫୁଲ୍ଲ କୁମାର ମହାନ୍ତି ଆଧୁନିକ ଓଡ଼ିଆ ଓ ଇଂରାଜୀ ଭାଷା-ସାହିତ୍ୟର ଜଣେ ଯଶସ୍ୱୀ ସାହିତ୍ୟିକ । ସେ ୧୯୩୯ ମସିହା ଜୁଲାଇ ୨୩ ତାରିଖରେ ପିତା ବିଶ୍ୱମ୍ଭର, ମାତା ଲାବଣ୍ୟ ପ୍ରତିମାଙ୍କ କୋଳମଣ୍ଡନ କରି ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ । ଖଲ୍ଲିକୋଟ କଲେଜ, ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟ ଅଧ୍ୟୟନ ଓ ପରେ ସାହିତ୍ୟରେ ଅଧ୍ୟାପନା । ରେଭେନ୍]ସା କଲେଜରେ ପ୍ରିନ୍]ସପାଲ ଭାବରେ ମଧ୍ୟ ଅବସ୍ଥାପିତ । ଇଂରାଜୀ ଭାଷାରେ ‘ଫେଷ୍ଟିଭାଲ୍]ସ ଅଫ୍ ଓଡ଼ିଶା’ ଓ ‘କମ୍ୟୁନିକେସନ୍ ସ୍କିଲ୍]’ ଭଳି ଲୋକପ୍ରିୟ ପୁସ୍ତକର ସେ ସ୍ରଷ୍ଟା । ‘ଦୁଇଟି ନାଟକ’ ଶ୍ରୀ ମହାନ୍ତିଙ୍କ ନାଟ୍ୟଚେତନାର ମନୋଜ୍ଞ ରୂପ । ନାଟ୍ୟପ୍ରେମୀ ଓଡ଼ିଆଙ୍କୁ ତାଙ୍କର ଏହି ନାଟ୍ୟ ସଂକଳନଟି ଖୁବ୍ ଆନନ୍ଦିତ କରିବ ବୋଲି ଆଶା କରୁଛୁ ।
Product details
- Publisher : Black Eagle Books
- Publication date : 31 August 2023
- Language : Oriya
- Print length : 136 pages
- ISBN-10 : 1645604411
- ISBN-13 : 978-1645604419
- Item Weight : 181 g
- Dimensions : 13.97 x 0.81 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Peacock Books, DE-155, TAGORE GARDEN, NEW DELHI, India 110027





