Availability: In Stock

Kalpabata

Author: Srikant Das

180.00

କଳ୍ପବଟ ହେଲା କାମନାର ବରଗଛ । ଭକ୍ତମାନେ ଯାହା ମାନସିକ କରନ୍ତି, ସେଇ ଗଛରେ ଡ଼ୋରି ବାନ୍ଧନ୍ତି ତାଙ୍କ କାମନା ପୂର୍ଣ୍ଣ ହେଉଥିବ ବୋଲି ଏକାମ ସେମାନେ କରନ୍ତି ନା କାହିଁକି? ନିଶ୍ଚୟ ହେଉଥିବ ବୋଲି ମୋର ବିଶ୍ୱାସ । ଆଚ୍ଛା ମୋ କଥାରେ ନରାଗି କହିଲ? ତମର ପୁଣି କେଉଁ କାମନା ବାକି ରହିଗଲାଯେ କଳ୍ପବଟରେ ଡୋରି ବାନ୍ଧିବା କଥା ଭାବିଛ? ଅଳ୍ପ ହସି ମୁଁ କହିଲି ।

ସଂଯୁକ୍ତାଙ୍କ ମୁହଁ ଉପରେ କିଛି କୁଂଚି ପଡ଼ିବାର ଆଭାସ ମିଳୁଥିଲା । ସେ ମନ ଭିତରେ ମୋ ଉପରେ ପୁଣି ବିରକ୍ତ ହେଲେ କି? କାହିଁ ଆଉ କିଛି ନକହି ଉଠିଗଲେ ।

ତାଙ୍କ ଯିବା ପ୍ରତି ମୁଁ ଆଉ ଗୁରୁତ୍ୱ ନ ଦେଇ ନିରୋଳାରେ ସୋଫାକୁ ଆଉଜି ବସିଲି । କାନ୍ଥରେ ଟଙ୍ଗା ଯାଇଥିବା ଶ୍ରୀଜଗନ୍ନାଥଙ୍କର ଏକ ବଡ଼ ତୈଳଚିତ୍ରକୁ ଚାହିଁଲି । ମୋତେ ଲାଗିଲା ସେ ଖାଲି ବଡ଼ ବଡ଼ ଆଖିରେ ଚାହିଁ ନାହାନ୍ତି, ବରଂ ତାଙ୍କର ସୁନ୍ଦର ଅଧରରେ ମୁରୁକି ହସା ଦଉଚନ୍ତି । ଆଉ ମୁଁ ଅନୁଭବ କଲି, ସେ ହସଟା ଅତି ଶାଣିତ ଭାବରେ ମୋତେ ଦଂଶନ କରୁଛି । ବିବ୍ରତ କରୁଛି । ପ୍ରଶ୍ନ ବି ପଚାରୁଛି ।

ମୁଁ ଶମ୍ଭୁନାଥ ମହାରଣା ।

ମୋ ଘର କେନ୍ଦ୍ରାପଡ଼ା ଜିଲ୍ଲାର ବହୁତଳେ ଥିବା ଗୋଟେ ଗାଆୁଛୁ ।

Category:

Description

About the Author

କଥାକାର ଶ୍ରୀକାନ୍ତ ଦାସ ଆମ ସମୟର ଜଣେ ନିରଳସ ଓ ନିରବ ସାଧକ । ସରଳ ଭାଷା, ପ୍ରାଞ୍ଜଳ ଚିନ୍ତନ, ସ୍ପଷ୍ଟ ବକ୍ତବ୍ୟ, ଲୋଭନୀୟ ଆୟତନ, ଶକ୍ତିଶାଳୀ ବାର୍ତ୍ତା ମାଧ୍ୟମରେ ସେ ପ୍ରକାଶ କରନ୍ତି ତାଙ୍କର ଅନୁଭବ । ବାସ୍ତବ ଜୀବନରେ ମଣିଷ ସାମ୍ନା କରୁଥିବା ସଂଘାତ ଓ ବାସ୍ତବତାକୁ ସେ ଉପସ୍ଥାପିତ କରନ୍ତି ସମ୍ବେଦନଶୀଳ ଭାବେ ଏବଂ ପାଠକମାନଙ୍କ ଚେତନାରେ ଆଙ୍କି ଦିଅନ୍ତି ଏକ ଭିନ୍ନ ପୃଥିବୀର ଦୃଶ୍ୟବୋଧ ଯେଉଁଠି ଏକ ପ୍ରାଣମୟ ଭାବେ ଜକ୍]ଜକ୍ କରୁଥାଏ ଆତ୍ମପ୍ରତ୍ୟୟ ଓ ଆଦର୍ଶ ଜୀବନର ଜଳଛବି । ତାଙ୍କର ‘କଳ୍ପବଟ’ ପୁସ୍ତକଟି ପାଠକାଦ୍ରୁତି କାମନା କରୁଛୁ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 7 February 2023
  • Language ‏ : ‎ Oriya
  • Print length ‏ : ‎ 112 pages
  • ISBN-10 ‏ : ‎ 1645603601
  • ISBN-13 ‏ : ‎ 978-1645603603
  • Item Weight ‏ : ‎ 150 g
  • Dimensions ‏ : ‎ 13.97 x 0.69 x 21.59 cm
  • Country of Origin ‏ : ‎ British Indian Ocean Territory
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback