Description
About the Author
ପ୍ରମୀଳା ଶତପଥୀ ଓଡ଼ିଶା ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ଶବ୍ଦଶିଳ୍ପୀ । ଅନ୍ତର୍ମୁଖୀ ଆନନ୍ଦ, ଆବେଗର କାରୁକାର୍ଯ ତାଙ୍କ କବିତାର ବିଶେଷ ଗୁଣ । ଭୋଗିବାର ଆତୁରତାକୁ ଆଲୋକିତ କରୁଥାଏ । ତାଙ୍କର ପ୍ରତିଟି ଉଚ୍ଛ୍ୱାସ; କାରୁଣ୍ୟର କାତରତାକୁ ପ୍ରତିଷ୍ଠା ଦେଉଥାଏ ତାଙ୍କର ପ୍ରତିଟି ଭାବାବେଶ । ଲେଖିକାଙ୍କର 28ଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।
Product details
- Publisher : Black Eagle Books
- Publication date : 6 September 2021
- Language : Oriya
- Print length : 156 pages
- ISBN-10 : 1645602125
- ISBN-13 : 978-1645602125
- Item Weight : 204 g
- Dimensions : 13.97 x 0.91 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





