Availability: In Stock

2T Romantic Janharati

Author: Ramesh Patnaik

170.00

It’s a skillful presentation of two scintillating romantic stories of love and relationship compiled into one with a subtle string bordering on extra-marital from one of the leading writers and journalists of Odisha, Ramesh Patnaik.

Built upon gripping themes of emotional, spiritual and sensual conflicts under the moon, the package of twin novellas is awe-inspiring.

The presence of moon in the twin fictions is representative of the emotional state of lovers in the stories. The characters are true to their moral, spiritual and metaphysical consciousness groomed typically in Indian sub-continent.

What should catch the readers is the emotional appeal of the stories with down-to-earth delineation of characters in their queer situations. A must read and take-home book for all: 2T Romantic Janharati.

Category:

Description

About the Author

କଥାକାର ରମେଶ ପଟ୍ଟନାୟକ ଓଡ଼ିଆ ସାହିତ୍ୟରେ ଏକ ସୁପରିଚିତ ନାମ । ଗତ ଚାଳିଶି ବର୍ଷ ଧରି ନିରବଛିନ୍ନ ଗଳ୍ପଧାରାରେ ସମ୍ପୃକ୍ତ ଶ୍ରୀ ପଟ୍ଟନାୟକଙ୍କ ଲେଖା ତାଙ୍କ ପ୍ରଚ୍ଛନ୍ନ ସାମାଜିକ ପ୍ରତିବଦ୍ଧତାର ପ୍ରତିବିମ୍ବନ । ତାଙ୍କର ବହୁ ଚର୍ଚ୍ଚିତ ସଫଳ ଗଳ୍ପ ବହିମାନଙ୍କ ମଧ୍ୟରେ ‘କଫିବାମ୍ଫରେ ଜୀବନ’, ‘୨୦୨୯ ଭାରତବର୍ଷ’, ‘ସୁନ୍ଦରୀ ପ୍ରତି ସାବଧାନ’, ‘ସଙ୍ଗସୁଖ’, ‘ଝିଅଟିଏ/ରାସ୍ତାଟିଏ’, ‘ଦୌଡ଼ ପ୍ରତିଯୋଗିତାରେ ଆଙ୍ଗୁଳେ ମଣିଷ’, ‘ସ୍ୱପ୍ନ ସିଂହାସନରେ ପ୍ରିୟତମା’ ଓ ‘ସ୍ୱର୍ଗରେ ସହବାସ’ ଅନ୍ୟତମ । ତାଙ୍କର ଚମତ୍କାର କଥନ ଶୈଳୀ, ହୃଦୟକୁ ଛୁଇଁଲା ପରି ଭାଷା ଓ ଗଳ୍ପରେ ଉତ୍କଣ୍ଠା ପାଠକକୁ ବାନ୍ଧିରଖେ । ତାଙ୍କ କାହାଣୀରେ ଯେଉଁ ମାନବିକ ସମସ୍ୟା ଓ ସଂଘାତର ଚିତ୍ର ମିଳେ ତାହା ତାଙ୍କର ଅଧ୍ୟୟନ ଓ ଅନୁଭବର ବହୁ ଦିଗକୁ ଉନ୍ମୋଚିତ କରାଏ । ସ୍ନାତକୋତ୍ତର ଇଂରାଜୀ ସାହିତ୍ୟ ଓ ଗଣ ଯୋଗାଯୋଗ ଶିକ୍ଷା ସମାପନ ପରେ ଇଣ୍ଡିଆନ ଏକ୍ସପ୍ରେସ ପରି ଜାତୀୟ ଓ ଓଡ଼ିଶା ପୋଷ୍ଟ ପରି ପ୍ରାଦେଶିକ ଇଂରାଜୀ ସମ୍ବାଦପତ୍ର ସମ୍ପାଦନା ବୃତ୍ତିରେ ୩୫ ବର୍ଷରୁ ଅଧିକ କାଳ କାର୍ଯ୍ୟ ସମ୍ପନ୍ନ କରି ସେ ଏବେ ଭୁବନେଶ୍ୱରରେ ଅବସ୍ଥାନ କରୁଛନ୍ତି । ତିନୋଟି ଓଡ଼ିଆ କବିତା ସଂକଳନକୁ ଇଂରାଜୀରେ ଅନୁସୃଜନ କରି ସେ ଜଣେ ଦକ୍ଷ ଅନୁବାଦକ ଭାବେ ପ୍ରତିଷ୍ଠା ଅର୍ଜନ କରିଛନ୍ତି ଓ ତନ୍ମଧ୍ୟରୁ ବ୍ଲାକ ଇଗଲ ବୁକ୍ସ ଦ୍ୱାରା ପ୍ରକାଶିତ ସଂକଳନ (The India Grandpa has never seen) ଅନ୍ୟତମ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 22 August 2022
  • Language ‏ : ‎ Oriya
  • Print length ‏ : ‎ 112 pages
  • ISBN-10 ‏ : ‎ 1645603067
  • ISBN-13 ‏ : ‎ 978-1645603061
  • Item Weight ‏ : ‎ 150 g
  • Dimensions ‏ : ‎ 13.97 x 0.69 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback