Description
About the Author
ସ୍ନେହ ମିଶ୍ର (ସମ୍ବଲପୁର) ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ପରିଚିତ ଗାଳ୍ପିକା । ବୃତ୍ତିରେ ଇଂରାଜୀ ଅଧ୍ୟାପିକା । ‘ସପ୍ତପଦୀ’, ‘କୁରେଇଫୁଲ ଓ ଅନ୍ୟାନ୍ୟ କାହାଣୀ’, ‘ଭିନ୍ନସ୍ରୋତ’, ‘ଅଳ୍ପଗଳ୍ପ’, ଏବଂ ‘ସେମାନଙ୍କ କଥା’ ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ । ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ବିଶେଷ ଋଚି ରହିଛି । ‘ଏକ ହରିଜନର ମୃତ୍ୟୁ’, ‘ମାର୍କସବାଦ’ ଓ ‘ସାହିତ୍ୟ ସମାଲୋଚନା’, ‘ସୁଲା’, ‘ଅପତ୍ୟର ଇତିକଥା’, ‘ଧନ କାନ୍ଦନାରେ’, ‘ଜ୍ଞାନପୀଠ ବିଜେତାଙ୍କ କାହାଣୀ’, ‘ଜ୍ଞାନପୀଠ ବିଜେତାଙ୍କ କବିତା’, ‘ହାଲୁକା ମଣିଷ’, ‘ଉଜୁଡ଼ା ଆଧାର’ ଇତ୍ୟାଦି ତାଙ୍କର ପ୍ରକାଶିତ ଅନୁବାଦ ପୁସ୍ତକ ।
Product details
- Publisher : Black Eagle Books
- Publication date : 10 July 2024
- Language : Oriya
- Print length : 304 pages
- ISBN-10 : 1645603040
- ISBN-13 : 978-1645603047
- Item Weight : 386 g
- Dimensions : 13.97 x 1.73 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





