Availability: In Stock

Om Shri Shri Prajapataye Namah

180.00

କଥାକାର ଜ୍ଞାନରଞ୍ଜନ ନାୟକଙ୍କ ଗଳ୍ପ ତଥା ଉପନ୍ୟାସରେ ଓଡ଼ିଶାର ଗ୍ରାମ୍ୟଜୀବନୀ ଏବଂ ଗ୍ରାମ୍ୟ ସଂସ୍କୃତି ଯେପରି ପରିବେଶିତ ହୋଇଥାଏ, ତାହା ତାଙ୍କୁ ସ୍ୱତଃ ଚଳିତ ସମୟର ଏକ ଭିନ୍ନ ଏବଂ ଜଣେ ବଳିଷ୍ଠ ଲେଖକର ପରିଚୟ ଦେଇଥାଏ । ‘ଓଁ ଶ୍ରୀ ଶ୍ରୀ ପ୍ରଜାପତୟେ ନମଃ’ ଗ୍ରାମ୍ୟ ଚଳଣି ଏବଂ ସଂସ୍କୃତି ଉପରେ ଆଧାରିତ ସେମିତି ଏକ ପ୍ରତିନିଧି ସ୍ଥାନୀୟ ଉପନ୍ୟାସ ।

Category:

Description

About the Author

କଥାକାର ଜ୍ଞାନରଞ୍ଜନ ନାୟକ (୧୯୬୯), ଇଲେକ୍]ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନତକୋତ୍ତର (ଏମ୍]ଟେକ୍]) ପରେ ସମ୍ପ୍ରତି ପି.ଏନ୍].ଏସ୍]. ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, କେନ୍ଦ୍ରାପଡ଼ାର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ । ଏଥିସହିତ ସେ ଜଣେ ନିୟମିତ ଗଳ୍ପ ତଥା ଉପନ୍ୟାସ ଲେଖକ ଭାବରେ ମଧ୍ୟ ଯଥେଷ୍ଟ ସୁନାମ ହାସଲ କରିଛନ୍ତି । ଇତିପୂର୍ବରୁ ଜ୍ଞାନରଞ୍ଜନଙ୍କର ଗଳ୍ପ ସଂକଳନ ‘ମେଘମହ୍ଲାର’, ‘ଲକ୍ଷ୍ମୀପାଦ’ ଓ ‘ଧୂଳି’; ଉପନ୍ୟାସିକା ‘ଘାସଫୁଲର ଗୀତ’; ଜୀବନୀ ‘ବାରିଷ୍ଟର ଗାନ୍ଧୀ’ ଆଦି ପୁସ୍ତକ ପ୍ରକାଶ ପାଇ ତାଙ୍କୁ ପାଠକୀୟ ଏବଂ ଆନୁଷ୍ଠାନିକ ସ୍ୱୀକୃତି ଦେବାରେ ସହାୟକ ହୋଇପାରିଛି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 18 April 2022
  • Language ‏ : ‎ Oriya
  • Print length ‏ : ‎ 126 pages
  • ISBN-10 ‏ : ‎ 1645602656
  • ISBN-13 ‏ : ‎ 978-1645602651
  • Item Weight ‏ : ‎ 168 g
  • Dimensions ‏ : ‎ 13.97 x 0.76 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
Indian Edition Also available on:

Additional information

book-author

Language

Odia

select-format

Paperback